November 16, 2024

ଆୟୁର୍ବେଦ ଡାକ୍ତର କିଶୋର ଚନ୍ଦ୍ର ପଣ୍ଡାଙ୍କ ଦେହାନ୍ତ 

Share

 

ବୁଗୁଡ଼ା : ସ୍ଥାନୀୟ ଅରବିନ୍ଦ ନଗର ନିବାସୀ ଆୟୁର୍ବେଦ ଡାକ୍ତର କିଶୋର ଚନ୍ଦ୍ର ପଣ୍ଡା(୭୨)ଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବ୍ରହ୍ମପୁର ବଡ ମେଡିକାଲରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା । ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସେ ବ୍ରହ୍ମପୁର ଆୟୁର୍ବେଦ ଚିକିତ୍ସା ବିଭାଗରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ସେ ଜଣେ ମେଳାପୀ ଓ ପରୋପକାରୀ ବ୍ଯକ୍ତି ଥିଲେ । ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

You may have missed