November 15, 2024
Share

 

 

୧-ଭୁବନେଶ୍ୱର:ସମୟ ଗଲା, ମିଳିଲାନି ପୋଷାକ, ଚିରା ଫଟା ପୋଷାକ ପିନ୍ଧି ବିଦ୍ୟାଳୟ ଆସୁଛନ୍ତି ବିଦ୍ୟାର୍ଥୀ।

 

୨-ଭୁବନେଶ୍ୱର:୧୧୮ OAS ଅଧିକାରୀଙ୍କ ବଦଳି,ବହୁ ତହସିଲଦାର, ବିଡ଼ିଓ ଓ ଡେପୁଟି କଲେକ୍ଟରଙ୍କୁ ବଦଳି କରାଯାଇଛି।

 

୩-ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଟାସ୍କଫୋର୍ସ ପୁର୍ନଗଠନ କଲେ ସରକାର,ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷ, ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଆବାହକ।

 

୪-ବେଙ୍ଗାଲୁରୁ ଟେଷ୍ଟରେ ଟିମ୍‌ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ, ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଭାରତ ଅଲ୍‌ଆଉଟ୍‌।

 

୫-କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ, ନୟାପଲ୍ଲୀ ପୁଲିସର ତନାଘନା ଜାରି।

 

୬-ଅକ୍ଟୋବର୨୧ ଓ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି,୧୮ରୁ ପଞ୍ଜିକରଣ।

 

୭-ପୁଲିସ ମହାନିର୍ଦ୍ଦେଶକଙ୍କ କନ୍ଧମାଳ ଗସ୍ତ, ମାଓ ଦମନ ଓ ଗଞ୍ଜେଇ ମୂଳୋତ୍ପାଟନ ପାଇଁ ହେବ ସ୍ବତନ୍ତ୍ର ରଣନୀତି।

 

୮-ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି: ଚିଠି ଲେଖିଲା ସୁଆର ସେବାୟତ।

 

୯-ଓଏସଏସଏସସି ପରୀକ୍ଷାରେ ତ୍ରୁଟି ପ୍ରସଙ୍ଗ, ସମସ୍ୟା ସମାଧାନ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନେବେ ରାଜ୍ୟ ସରକାର।

 

୧୦-ଯାଜପୁରରୁ ୬ ଶିଶୁ ଶ୍ରମିକ ଉଦ୍ଧାର, ଦୋକାନ ଓ ଘରେ ରହି କରୁଥିଲେ କାମ।

 

୧୧-ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ନିକଟ:ଦୁର୍ଘଟଣାରେ ବିଏମ୍‌ଡବ୍ଲୁ ଚୁରମାର, ଡ଼ିଭାଇଡରରେ ପିଟିହୋଇ ଘୋଷାଡି ହୋଇଗଲା କାର୍।

 

୧୨-ସାତକୋଶିଆକୁ ଆସିବେ ୧୨ରୁ ୧୬ ମହାବଳ, ପର୍ଯ୍ୟାୟ କ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ଅଣାଯିବ।

 

୧୩-ଜମତାରା ଗ୍ୟାଙ୍ଗର ଓଡ଼ିଶା ଲିଙ୍କ ନେଇ ହେବ ଖୋଳତାଡ଼: ସୂଚନା ଦେଲେ ଭୁବନେଶ୍ୱର ଡିସିପି।

 

୧୪-ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ପ୍ରଭାତ ସାମନ୍ତରାୟଙ୍କ ଦେହାନ୍ତ।ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

 

୧୫-ବିନା ମୁରବିରେ ଓଡ଼ିଶା କଂଗ୍ରେସକୁ ୩ ମାସ, ଏଯାଏଁ ନୂଆ ପିସିସି ସଭାପତି ବାଛି ପାରୁନି AICC।

 

୧୬-ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମୁଣ୍ଡା ପଞ୍ଚାୟତ:ମଣିଷ ଖପୁରୀ ସହ ଦାନ୍ତ ଓ ହାଡ଼ ଉଦ୍ଧାର , ଘଟଣାର ତଦନ୍ତ ଜାରି।

 

୧୭-କୁମାର ପୂର୍ଣ୍ଣମୀରେ ଦେଖାଗଲା ‘ସୁପରମୁନ୍‌’: ବିଶେଷଜ୍ଞ କହିଲେ-୨୦୨୪ର ସବୁଠୁ ବଡ଼।

 

୧୮-ବଦଳିଲା ଟ୍ରେନ୍‌ ଟିକେଟ୍‌ ବୁକିଂ ନିୟମ, ୪ ମାସ ନୁହେଁ ୨ ମାସ ପୂର୍ବରୁ କରିବେ ଆଡଭାନ୍ସ ବୁକିଂ।

 

୧୯-ରାଉରକେଲାରେ ବେଆଇନ୍ ଆଇସକ୍ରିମ ଫ୍ୟାକଟ୍ରି ଉପରେ ଚଢ଼ାଉ: ଏକ କ୍ୱିଣ୍ଟାଲ ଆଇସକ୍ରିମ ନଷ୍ଟ କଲା ଫୁଡ୍‌ ଓ ସେଫଟି ବିଭାଗ।

 

୨୦-ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ।

 

୨୧-କୁଆଡେ ଯିବେ ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ । ଇଣ୍ଟରନ୍ୟାସନାଲ କ୍ରାଇମ ଟ୍ରିବ୍ୟୁନାଲ ଜାରି କଲା ଗିରଫ ପରୱାନା।

 

୨୨-ପୁଣି ବିମାନକୁ ଟାର୍ଗେଟ୍; ସପ୍ତାହକରେ ୨୦ ବିମାନକୁ ବୋମାରେ ଉଡ଼ାଇବାକୁ ସୋସିଆଲ ମିଡ଼ିଆରେ ଧମକ।

 

୨୩-ଆସାମରେ ଲୋକମାନ୍ୟ ଟର୍ମିନାଲ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ଇଞ୍ଜିନ ସମେତ ୮ ବଗି ଲାଇନଚ୍ୟୁତ।

 

୨୪-ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ ସୈନୀ, ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ।

 

୨୫-ସିଜେଆଇ ନିଯୁକ୍ତି ପାଇଁ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନାମ ସୁପାରିସ କଲେ ବର୍ତ୍ତମାନର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼।

 

୨୬-ଅର୍ଥମନ୍ତ୍ରୀଙ୍କ ଘୋଷଣା ଏବେ ବେତନଭୋଗୀ ବର୍ଗଙ୍କ ନିମନ୍ତେ ଲାଗୁ, ନୂଆ ଫର୍ମ ‘୧୨ବିଏଏ’ ମାଧ୍ୟମରେ ଆଗକୁ ଦେବାକୁ ହେବ କମ Tax।

 

୨୭-ହମାସ ମୁଖ୍ୟ ୟାହ୍ୟା ସିନୱାର ମୃତ୍ୟୁ: ସ୍ପଷ୍ଟ କଲା ଇସ୍ରାଏଲ୍।

 

*🙏 ସୁପ୍ରଭାତ 🙏*