September 30, 2024

ଖଲିଆପାଳି ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Share

ପଦ୍ମପୁର : (ଜୟନ୍ତ କୁମାର ସେଠ)ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଖଲିଆପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଓ ନେତାଜୀ ସ୍ପୋର୍ଟିଂ ର ମିଳିତ ସହଯୋଗ ରେ ଖଲିଆ ପାଲି ଗ୍ରାମ ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇ ଥିଲା । ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଗୀତାଞ୍ଜଳି ପୁଟେଲ ନେତାଜୀ ସ୍ପୋର୍ଟିଂ ର ସଭାପତି ଦୁଷ୍ମନ୍ତ ପଟେଲ ଶ୍ରୀକାନ୍ତ ବଗର୍ତ୍ତି, ଭାସ୍କର, ରାକେଶ, ଜିତେଶ ରଂଜନ ବଣ୍ଟି, ଦୀପକ, ସୁରେଶ ସୁଶାନ୍ତ,ସୁଶିଲ, ଅବିନାଶ,ପାବି ବବୁଲୁ ରଜତ ବିଷ୍ଣୁ ରାହୁଲ ଚୂଡାମଣି ଶିବ ସାଧୁ ଚିଣ୍ଟୁ ବସୁଦେବ କରନ ସୁବଳ ଆଦି ସହ ଯୋଗ କରିଥିଲେ ।

You may have missed