June 18, 2026

ଚନ୍ଦ୍ରପୁର ଠାରେ ସୁରଭି ପ୍ରତିଯୋଗିତା ଅନୁଷ୍ଠିତ 

IMG-20240928-WA0010
Share

 

ରାୟଗଡା :ଚନ୍ଦ୍ରପୁର କ୍ଲଷ୍ଟର ସ୍ତରୀୟ ସୁରଭି ପ୍ରତିଯୋଗିତା ସରକାରୀ ଉଚ୍ଚ (ଏସ ଏସ ଡି ) ବିଦ୍ୟାଳୟ ଚନ୍ଦ୍ରପୁର ଠାରେ ଆୟୋଜନ କରାଯାଇଥିଲା ll ଏଥିରେ କ୍ଲଷ୍ଟର ର ସମସ୍ତ ସ୍କୁଲ ର 100ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରି ଥିଲେ ll ଶ୍ରୀ ରଜନୀ କାନ୍ତ ବଳିୟାରସିଂ crcc, ଶ୍ରୀ ଉମାକାନ୍ତ ମିଶାଲ ଏ. ବି. ୟ.ଭାସ୍ଵର ଗମାଙ୍ଗ ପ୍ରଧାନ ଶିକ୍ଷକ ssd ହାଇସ୍କୁଲ , ଜଗଦିଶ ନାୟକ,ଶିକ୍ଷକ ନୋଡାଲ ହାଇସ୍କୁଲ ତଥା ବରିଷ୍ଠ ଶିକ୍ଷକ ପ୍ରଦୀପ ଚୌଧୁରୀ, ଓ କ୍ଲଷ୍ଟର ର ସବୁ ପ୍ରଧାନ ଶିକ୍ଷକ ମଞ୍ଚସୀନ ଥିଲେ ll ଏଥିରେ 11ରୁ ଉର୍ଦ୍ଧ ପ୍ରତିଯୋଗିତା ହୋଇଥଲା ll ବିଭିନ୍ନ ସ୍କୁଲ ର କୁନି ପ୍ରତିଯୋଗୀ ଙ୍କ ଡାନ୍ସ ବହୁତ ଚିତାକର୍ଷକ ଓ ସମସ୍ତଙ୍କୁ ଆନଂଦ ଦେଇଥିଲା ll ରିଫାନ ନାୟକ, ସାୟଂସୁଦ୍ଧା ମିଶ୍ର, ଅନାମିକା ଗୁମିଡ଼ଙ୍ଗା,ଆକାଶ ଦୋରା,ଓମ ପ୍ରକାଶ ଗୌଡ଼, ଶିବ ଗୌଡ଼,ଲିପ୍ସା ବ୍ରକେବେଡା,ଆଶିଷ ନାୟକ,ଦୀପା ପାଲଟାସିଂ,ଚାନ୍ଦିନୀ, ବିଘ୍ନସା ଟାଙ୍ଘରଙ୍ଗl etc ବ୍ଲକ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନିତ ହୋଇଛନ୍ତି ସମସ୍ତ ବିଜେତା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା llପ୍ରଥମ ହୋଇଥିବା ଡାନ୍ସ ଗ୍ରୁପ ମଧ୍ୟ ମୋନନୀତ ହୋଇଛନ୍ତି ll ବିଭିନ୍ନ ସ୍କୁଲ ର ଶିକ୍ଷକ ମହାଶୟ ଗଣ ଜର୍ଜ ଭୂମିକା ନେଇ କାର୍ଯ୍ୟକ୍ରମ କୁ ଆଗକୁ ନେଇଥିଲେ ll କୁନି ଝିଅ ମାନଙ୍କର ଡାନ୍ସ ସମସ୍ତଙ୍କୁ ବାନ୍ଧି ରଖି କlର୍ଯ୍ୟକୁ ଆହୁରି ସୁନ୍ଧର କରିଥଲା llଶେଷରେ ନରସିଂହ ବାବୁ ଧନ୍ୟବାଦ ଅର୍ପଣ ପରେ ସିଆରସିସି ମହାଶୟ ସଭା ଭଙ୍ଗ କରିଥିଲେ ll

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed