September 29, 2024

ଉମରକୋଟ ସନ୍ତୋସି ମନ୍ଦୀର ଓ ପୁଜା ମଣ୍ଡପ ନିକଟ ରେ ଥିବା ବିଦ୍ୟୁତ୍ ଟ୍ରାନସଫରମର କୁ ସ୍ଥାନାନ୍ତର ପାଇଁ ସାହି ବାସୀ ଙ୍କ ଦାବୀ…….

Share

ମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ସହରର ୯ ନମ୍ବର ୱାର୍ଡ ଠାରେ ଥିବା ସନ୍ତଶି ନଗର ଠାରେ ଥିବା ସନ୍ତଶି ମନ୍ଦିର ନିକଟ ରେ ଥିବା ବିଦ୍ୟୁତ୍ ବିଭାଗ ର ଟ୍ରାନସଫରମର କୁ ତୁରନ୍ତ ସ୍ଥାନାନ୍ତର ପାଇଁ ସାହି ବାସୀ ଦାବି କରିଛନ୍ତି। ଏହି ମନ୍ଦିର ନିକଟ ରେ ସାହି ର ଦୁର୍ଗା ପୂଜା ମଣ୍ଡପ ମଧ୍ୟ ଅଛି। ଏହି ଟ୍ର। ନସଫର୍ମର ଯୋଗୁ ଲୋକେ ବିପଦ ମନେ କରୁ ଛନ୍ତି। କେତେ ବେଳେ ଫାଟିଯିବ। କିମ୍ୱା ସ୍ପାର୍କ ହେଲେ ନିଆ ଲାଗି ଯିବା ସହ ଘର ଓ ମଣିଷ ଜୀବନ ଚାଲିଯିବା ଭୟ ସୃଷ୍ଟି ହେଉଛି। ଟ୍ର। ନସ ଫରମର ଟି ପୁରା ମୁକୁଳା ହେଇ ଥିବା ଯୋଗୁ ଛଟ ଛଟ ଛୁଆ ମାନେ ଭିତରେ ପ୍ରବେଶ କରିବା ଦ୍ଵାରା ଜୀବନ ଚାଲିଯିବା ଭୟ ସୃଷ୍ଟି ହେଉଛି। ଏପରି କି ଆଗ କୁ ଦୁର୍ଗା ପୂଜା ଆସୁଥିବା ବେଳେ ମନ୍ଦିର କୁ ଲାଗି ପୁଜା ମଣ୍ଡପ ରହିଛି। ଦୁର୍ଗା ପୁଜାର ସଂପୂଣ୍ଣ ସାଜ ସଜା ସୋଲ ଓ କପଡା ରେ ହେଉ ଥିବାରୁ ଯଦି ସେଠାରୁ ସ୍ପ।ର୍କ ହୁଏ ତେବେ ନିଆ ଲାଗିବା ଦ୍ଵାରା ବହୁ ଧନ ଜୀବନ ଚାଲିଯିବା ଭୟ ସୃଷ୍ଟି ହେଉଛି। ଗତ ୪୮ ଘଂଟା ମଧ୍ୟ ରେ ମୂଖ୍ୟ ରାସ୍ତା ଓ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପରିସର ରେ ଲାଗିଥିବା ଟ୍ରାନସଫ୍ରମର ଫାଟି ଯେଉଁ ପ୍ରକାର ନିଆ ବାହାରିଲା ଯିଏ ଏହାକୁ ଦେଖିଲା ସେ ଭୟ ଭିତ ହେଇଗଲା। ଅପର ପକ୍ଷେ ଏହୀ ସାହି ରେ ଗଣେଶ ପୂଜା ପାଇ ପ୍ରସ୍ତୁତି ଚାଲିଥିବା ବେଳେ ନିକଟସ୍ତ ଏକ ଟ୍ର।ନଫରମର ନିଆ ବାହାରି ପୁର। ପାଣ୍ଡେଲ ପୋଡ଼ି ଗଲା। ସନ୍ତଶୀ ନଗର ସାହି ବାସୀ ୨ ବର୍ଷ ହେଲାଣି ଏହାକୁ ସ୍ଥାନାନ୍ତର ପାଇଁ ଲିଖିତ ଅଭିଯୋଗ କଲେ ମଧ୍ୟ ବିଦ୍ୟୁତ୍ ବିଭାଗ କର୍ଣ୍ଣ ପ।ତ କରୁନାହାନ୍ତି। ଗତ ୨୪/୯ ୨୪ ପତ୍ର ସଂଖ୍ୟା ୨୪୬୬/୨୪ ରେ ଉମରକୋଟ ପୌର ନିର୍ବାହୀ ଅଧିକାରୀ ତଥା ଉମରକୋଟ ବିଡିଓ ବିଦ୍ୟୁତ୍ ବିଭାଗ ର ଏସ ଡି ଓ ଙ୍କୁ ପତ୍ର ଲେଖି ଜନସାଧାରଣ ଙ୍କ ସ୍ବାର୍ଥ ଓ ଜୀବନ ରକ୍ଷା ଦୃଷ୍ଟି ରୁ ଦଶହରା ପୁଜା ପୂର୍ବରୁ ଟ୍ର।ନସଫରମର କୁ ସ୍ଥାନାନ୍ତର ପାଇଁ ପତ୍ର ଲେଖିଛନ୍ତି। ଅପର ପକ୍ଷେ ବିଦ୍ୟୁତ୍ ବିଭାଗ କୁ ଟ୍ର।ନସଫରମର କୁ ନୂତନ ଭାବେ ସ୍ଥାପନ ପାଇଁ ଜାଗା ମଧ୍ୟ ସାହି ବାସୀ ଙ୍କ ପକ୍ଷ ରୁ ଚିହ୍ନଟ ସରିଛି ଓ ବିଦ୍ୟୁତ ବିଭାଗକୁ ସୁଚନା ପ୍ରଦାନ କରାଯାଇଛି ବୋଲି ସ୍ୱେଚ୍ଛ। ସେବୀ ଲଳିତ ସେଠି ସୂଚନା ପ୍ରଦାନ କରିଛନ୍ତି। ତେବେ ତୁରନ୍ତ ବିଦ୍ୟୁତ୍ ଦୁର୍ଗା ପୂଜା ପୂର୍ବରୁ ଟ୍ର।ନ ସ ଫ ର ମ ର କୁ ସ୍ଥାନାନ୍ତର ପାଇଁ ସାହି ବାସୀ ଦାବି କରିବା ସହ ଏଥିରେ ବିଳମ୍ବ ହେଲେ ସମସ୍ତ ସାହି ବାସୀ ରାଜ ରାସ୍ତା କୁ ଓହ୍ଲାଇ ଅ।ନ୍ଧଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

You may have missed