September 29, 2024
Share

 

 

୧-କିଛି ଦିନ ଭିତରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି। ମାର୍ଚ୍ଚ ୮ ପୂର୍ବରୁ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି।

 

୨-୩ ନୂଆ କମିଟି ଗଡିଲା ବିଜେଡ଼ି,୬୦ ନେତାଙ୍କୁ ମିଳିଲା ଦାୟିତ୍ଵ।

 

୩-ଭୁବନେଶ୍ୱର:ITIରେ ଶିକ୍ଷାଦାନ ବ୍ୟାହତ, ଆନ୍ଦୋଳନରେ ଅତିଥି ପ୍ରଶିକ୍ଷକ।

 

୪-ବାଲିଅନ୍ତା: ଜବରଦଖଲ ଉଛେଦ,୯ ଘର ମାଟିରେ ମିଶିଲା।

 

୫-ଭୁବନେଶ୍ୱର:୩୬ ଓଏଏସ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର।

 

୬-ଲଘୁଚାପ ପ୍ରଭାବରେ ଆଗକୁ ଆସୁଛି ବଡ଼ ବର୍ଷା :ଦୁଇ ଦିନ ପ୍ରବଳ ଛେଚିବ।

 

୭-​ରାଜ୍ୟର ଭିତ୍ତିଭୂମି ଅନୁଧ୍ୟାନ ପାଇଁ ବିଶ୍ବବ୍ୟାଙ୍କ ଟିମ୍ ଓଡ଼ିଶା ଗସ୍ତରେ।

 

୮-ନିଲମ୍ବିତ ଭରତପୁର ଆଇଆଇସିଙ୍କ ହେବ ପଲିଗ୍ରାଫ ଟେଷ୍ଟ, ଏସଡିଜେଏମ୍ କୋର୍ଟରେ ହାଜର ହେଲେ ଦୀନକୃଷ୍ଣ।

 

୯-ଭୁବନେଶ୍ୱର:ରାଜ୍ୟ ସରକାର ୭ ଓଡ଼ିଶା ପୁଲିସ ସେବା(ଓପିଏସ) ଅଧିକାରୀଙ୍କୁ ଦେଲେ ପଦୋନ୍ନତି ।

 

୧୦-ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟର ୯୧ ଥାନାରେ ନାହିଁ CCTV।

 

୧୧-ରଘୁନାଥପୁର ଅଞ୍ଚଳରେ ମୋ ବସ ଧକ୍କାରେ ଜଣେ ମୃତ,ମୃତକ ପାରିକୁଦ ଅଞ୍ଚଳର ସୂଚନା।

 

୧୨-ଭୁବନେଶ୍ୱର:ଆନ୍ଦୋଳନରୁ ଓହରିଲେ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ।

 

୧୩-କଟକ ସଦର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପୁଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗରେ ନିଲମ୍ବିତ।

 

୧୪-ଆରଡ଼ି:ଓଡ଼ିଶାରେ ବେଙ୍ଗାଲୁରୁ ହତ୍ୟାକାଣ୍ଡ ଅଭିଯୁକ୍ତର ଆତ୍ମହତ୍ୟା ! ମହିଳାଙ୍କୁ ମାରି ଫ୍ରିଜରେ ରଖିବା ଘଟଣାରେ ପୁଲିସର ସନ୍ଦେହଘେରରେ ଥିଲେ।

 

୧୫-ବଣାଇ:ଶେଷରେ କାବୁ ହେଲା ତୀର ମାରୁଥିବା ଯୁବକ, ୪ ଦିନ ହେଲା ସ୍କୁଲକୁ କବ୍‌ଜାରେ ରଖିଥିଲା।

 

୧୬-ରାଜ୍ୟ ମଧ୍ୟରେ ବିମାନ ଯୋଗେ ଭ୍ରମଣ କରିପାରିବେ ଓଡ଼ିଶା ସରକାରୀ ଅଧିକାରୀ, ବିଜ୍ଞପ୍ତି ଜାରି କଲେ ଅର୍ଥ ବିଭାଗ।

 

୧୭-ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ (ନଭେମ୍ବର ୧୬) ମୟୁରଭଞ୍ଜରେ ବନ୍ଦ ରହିବ ସ୍କୁଲ।

 

୧୮-ଆସାମ ଡାଉନ୍‍ ଟାଉନ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ୬୦ତମ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ।

 

୧୯-ICC ଟେଷ୍ଟ ମାନ୍ୟତା:ଖସିଲେ କୋହଲି ଓ ରୋହିତ,ଶୀର୍ଷ ୧୦କୁ ଫେରିଲେ ପନ୍ତ୍।

 

୨୦-ଏସିଆ ପାଓ୍ବାର ଇଣ୍ଡେକ୍ସ: ଜାପାନକୁ ପଛରେ ପକାଇ ତୃତୀୟ ଶକ୍ତିଶାଳୀ ଦେଶ ପାଲଟିଲା ଭାରତ।

 

୨୧-ଦୀପାବଳି ପୂର୍ବରୁ ଦିଲ୍ଲୀ ସରକାରଙ୍କ ଉପହାର, ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ।

 

୨୨-ଶ୍ରୀନଗର: ଜାମ୍ମୁ- କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟରେ ହୋଇଛି ୫୬% ମତ ଦାନ।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

You may have missed