September 21, 2024
Share

 

 

୧-ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ୪୩ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି।

 

୨-ବିଜେଡି ଯୁବ ସମାବେଶରେ ବିଜେପିକୁ ନବୀନଙ୍କ କଟାକ୍ଷ: ଆଈ ମା ଗପ ଛାଡ, ସରକାରକୁ ତିନି ମାସ ହେଲାଣି, ଏବେ କାମ କରି ଦେଖାଅ।

 

୩-ଗୋମାତାଙ୍କ ସୁରକ୍ଷା ପାଇଁ ରାଜ୍ୟରେ ୨ ଶହ ଗୋଶାଳା କରିବେ ରାଜ୍ୟ ସରକାର।

 

୪-ଓଡ଼ିଆ ନର୍ସିଂ ଅଧିକାରୀ ସଂଯୁକ୍ତା ସେଠୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟାଙ୍ଗଲ ଆଓ୍ବାର୍ଡ।

 

୫-ଭୁବନେଶ୍ୱର: ଜନସେବା କେନ୍ଦ୍ରରେ ଚଢାଉ, ସୁଭଦ୍ରା ଫର୍ମ ପାଇଁ ଟଙ୍କା ମାଗି ୨ ଗିରଫ।

 

୬-୬ ମାସର ବକେୟା ଦରମା ଦାବି, ରାଜରାସ୍ତାରେ ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟା।

 

୭-ସରକାରୀ ଅଧିକାରୀମାନଙ୍କୁ ଶେଷ ସୁଯୋଗ: ନଭେମ୍ବର ସୁଦ୍ଧା ସମ୍ପତ୍ତି ତାଲିକା ଦିଅ।

 

୮-ସରିଲା ବିଧାନସଭାର ବଜେଟ ଅଧିବେଶନ, ୨୬ଟି କାର୍ଯ୍ୟ ଦିବସରେ ପାରିତ ହୋଇଛି ଦୁଇଟି ବିଲ୍‌।

 

୯-ପୁରୀ:ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି, ସିଂହଦ୍ୱାର ଥାନାରେ ଅଟକ।

 

୧୦-ସରକାରଙ୍କ ଲେନ୍ସରେ ଯୋଗାଣ ଅଧିକାରୀ: ୧୩୩ ଅଫିସରଙ୍କ ଉପରେ ମୋହନ ସରକାରଙ୍କ ନଜର।

 

୧୧-ଚଣ୍ଡିଖୋଲ:ବିରୂପାରେ ବୁଡି ଜଣେ ମୃତ, ଜଣେ ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି।

 

୧୨-ସାବଧାନ ! ଠକୁଛନ୍ତି ସୁନା ଦୋକାନୀ, ୫ ମାସରେ ଧରା ପଡିଛନ୍ତି ୧୧୬ ଅସାଧୁ ବ୍ୟବସାୟୀ।ମାମଲା ସହ ଆଦାୟ ହୋଇଛି ୩ ଲକ୍ଷ ୧୩ ହଜାର ଟଙ୍କାର ଫାଇନ୍

 

୧୩-ଜୟପୁର:ନୁତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ IAS ସୁଶ୍ରୀ ଆକ୍କାଭରମ ଶାଶ୍ୟା ରେଡ୍ଡୀ।

 

୧୪-କାଠୁଆରେ ଯବାନ-ଆତଙ୍କବାଦୀ ଗୁଳିବିନିମୟ, ୨ ଆତଙ୍କବାତୀ ନିହତ, ଜଣେ ଆତଙ୍କୀ ଆହତ।

 

୧୫-ଆସିଲା ସିଏଜି ରିପୋର୍ଟ, ଫିଟିଲା ଗୁମର: ୭୮୨ କୋଟି ନେଇଗଲେ ‘କାଳିଆ’ ଅଯୋଗ୍ୟ ହିତାଧିକାରୀ।

 

୧୬-ଭିଜିଲାନ୍ସ ଜାଲରେ ଭଞ୍ଜନଗର ଜଳସମ୍ପଦ ବିଭାଗର ଜେଇ, ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି।

 

୧୭-ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର କିଛି ପ୍ରମୁଖ ସହରରେ କୁକୁରଙ୍କ ପାଇଁ ଶ୍ମଶାନ କରାଯିବ ।

 

୧୮-ମିଠା ପ୍ୟାକେଟରେ ବରଗଡ଼ ଜିଲ୍ଲାପାଳଙ୍କୁ ୨ ଲକ୍ଷଟଙ୍କା ଲାଞ୍ଚ ଦେବା ବେଳେ ଜଣେ ଗିରଫ।

 

୧୯-ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଜନ୍ମ ଦିନରେ ସୁଭଦ୍ରା ଯୋଜନାର ଉଦ୍ଘାଟନ କରିବେ।

 

୨୦-ପିଏମ୍ ଇ-ଡ୍ରାଇଭ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ: ଖର୍ଚ୍ଚ ହେବ ୧୦,୯୦୦ କୋଟି, ଇଯାନ କିଣିଲେ ସବସିଡି ଦେବେ ସରକାର।

 

୨୧-କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି: ୭୦ ବର୍ଷରୁ ଅଧିକ ଲୋକଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର ସୁବିଧା।

 

୨୨-‘ସବୁ ଟ୍ରେନରେ ଲାଗିବ କ୍ୟାମେରା’, ଟ୍ରେନ ଚାଇନଚ୍ୟୁତ କରିବା ଷଡ଼ଯନ୍ତ୍ର ଭିତରେ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା।

 

୨୩-ଚୀନ ଓ ଭିଏତନାମକୁ ଭାରତ ଝଟ୍‌କା: ଆମଦାନୀ ହେଉଥିବା କିଛି ଷ୍ଟୀଲ ସାମଗ୍ରୀ ଉପରେ ୩୦% ଶୁଳ୍କ ଲଗାଇଲେ କେନ୍ଦ୍ର ସରକାର।

 

*🙏 ସୁପ୍ରଭାତ 🙏*