September 21, 2024

ଶକ୍ତି ବାହିନୀ ଓ ସୁରଭି ମହିଳା କ୍ଳବ ଦ୍ୱାରା ବୃକ୍ଷ ରୋପଣ 

Share

ରାୟଗଡା : ଜିଲ୍ଲା ବ୍ରାହ୍ମଣ ମହିଳା ସମାଜ ଶକ୍ତି ବାହିନୀ ଏଵଂ ଜିଲ୍ଲା ମହିଳା କ୍ଲବ୍ ସୁରଭି ର ମିଳିତ ଆନୁକୁଲ୍ୟରେ ବ୍ରାହ୍ମଣ ସାହି ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃ୍ଷରୋପଣ କାର୍ଯ୍ୟକ୍ରମ। ମାଁ ପାଇଁ ଗଛଟିଏ ନାରା ଦେଇ ଏହି ବୃକ୍ଷ ରୋପଣ କରାଯାଥିଲା l ପ୍ରତ୍ୟେକ ବ୍ୟକ୍ତି ଛୋଟ ଛୋଟ ପିଲାଠାରୁ ଆରମ୍ଭ କରି ବୟବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମିଳିମିଶି ବୃକ୍ଷ ରୋପଣ କରି ପରିବେଶ କୁ ସବୁଜମୟ କରିବା ପାଇଁ ଶୁଭ୍ରା ପଣ୍ଡା ଆୱାହନ ଦେଇଛନ୍ତି l ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଯେଉଁ ସିମେଣ୍ଟ ରାସ୍ତା ନିର୍ମାଣ କରାଯାଉଛି ସେଥିପାଇଁ ଅଧିକ ମାତ୍ର ରେ ଗରମ ଅନୁଭବ ହେଉଛି ସେଥିପାଇଁ ବୃକ୍ଷ ରୋପଣ ସହିତ ଏହାର ଯତ୍ନ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି l

ଶକ୍ତି ବାହିନୀ ସଭାପତି ସୁଭ୍ରା ପଣ୍ଡା

,ସମ୍ପାଦିକା ମିନା ରଥ,କୋଷାଧ୍ୟକ୍ଷ ସୁଜ୍ଞାନୀ ପାଢୀ,ରିତା ସାମନ୍ତରା, ଅବନ୍ତି ପାଢୀ,ଜ୍ୟୋତ୍ସ୍ନା ମିଶ୍ର ଠିକ ସେହିଭଳି ସୁରଭି ମହିଳା କ୍ଲବ୍

ସଭାପତି -ଶୁ ଭ୍ରା ପଣ୍ଡା,ସହ ସମ୍ପାଦିକା – ମିଲି ରଥ ଓ ପିଙ୍କି ରଥ

କୋଷାଧ୍ୟକ୍ଷ – ଅଞ୍ଜଳି ପଣ୍ଡା,

ପୁଷ୍ପା ପଣ୍ଡା,ସୁଜାତା ପାଢୀ,ପଦ୍ମା ପାଢୀ,ଶାନ୍ତିଲତା ପଣ୍ଡା,ଅନୁପମା ପଣ୍ଡା,ଯମୁନା ମିଶ୍ର,ମିତ ପଣ୍ଡା

ସବିତା ପାଥିଉପସ୍ଥିତ ରହିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ