June 22, 2026

ବାଲିପଦର ମାତ୍ରୁ୍ୂଗିରୀ ଠାରେ ଛାତ୍ରଛାତ୍ରୀଙ୍କ ଦ୍ବାରା ନନ୍ଦ ଉତ୍ସବ ପାଳିତ..

IMG-20240827-WA0019
Share

        ବୁଗୁଡ଼ା:-ତା-୨୭-୦୮-୨୦୨୪ରିଖ ବାଲିପଦର ମାତ୍ରୁ୍ୂଗିରୀ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଛାତ୍ରଛାତ୍ରୀ, ଗୁରୁ ,ଗୁରୁ ମା’ , ଅଭିଭାବକ ଙ୍କୁ ନେଇ ଏକ ସମାଜ ସଚେତନ ଧର୍ମି ଶିକ୍ଷଣୀୟ ପଥପ୍ରାନ୍ତ ନାଟକ ପବିତ୍ର ଜନ୍ମାଷ୍ଟମୀର ନନ୍ଦ ଉତ୍ସବ ଅବସରରେ ମକର ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଭାତରେ ଛାତ୍ରଛାତ୍ରୀ ମାନେ ଯଦୁବଂଶ ଗଣଙ୍କ ବେଶରେ ସଜ୍ଜିତ ହୋଇ ନଗର ପରିକ୍ରମା କରିବା ସହ ମଧ୍ଯାହ୍ନରେ ଏକାଙ୍କିକା ପରିବେଷଣ କରି ଜନସାଧାରଣଙ୍କୁ ସଚେତନ କରାଇଥିଲେ। ବିଦ୍ଯାଳୟର ସଭାପତି ନାରାୟଣ ସାମନ୍ତରା, ସମ୍ପାଦିକା ନୟନୀ ମହାରଣା, ଅଧ୍ୟକ୍ଷ ଏ. ସର୍ଭିସ ଆଚାରୀ, ପରିଚାଳନା ପରିଷଦ ସଦସ୍ଯ ଜି. ସଞ୍ଜିବ ପାତ୍ର, କେ. ସମିତ୍ ପାତ୍ର, ଇ. ଶଙ୍କର ରାଓ, ଶିକ୍ଷୟତ୍ରୀ ଏସ୍. ସୁନାଲି ରେଡି, ନିଳିମା ସ୍ବାଇଁ, ଶିବାନି ରେଡି, ବର୍ଷା ରାଣୀ ବିଷୋୟୀ ଯୋଗଦେଇ ଥିବା ବେଳେ ଭବାନୀ ବେହରା, ଲକ୍ଷ୍ମୀପ୍ରିୟା ସାହୁ, ବିପିନ ବିଷୋୟୀ, ଝିଲ୍ଲୀ ଦେବୀ ପ୍ରମୁଖ ସହଯୋଗ କରିଥିଲେ।