March 8, 2026

ଛେଲାଗଡ଼ ହାଇସ୍କୁଲ ରେ ଗତ ଦୁଇ ଦିନ ଧରି ସ୍କୁଲ ସ୍ତରୀୟ ଖେଳ ପ୍ରତିଯୋଗିତା

WhatsApp Image 2023-01-13 at 16.27.24
Share

ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଲାଗଡ଼ ପଞ୍ଚାୟତ ଛେଲାଗଡ଼ ହାଇସ୍କୁଲ ରେ ଗତ ଦୁଇ ଦିନ ଧରି ସ୍କୁଲ ସ୍ତରୀୟ ଖେଳ ପ୍ରତିଯୋଗିତା ର ଆଜି ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବେ ରା,ଉଦୟଗିରି ବ୍ଲକ୍ ର ବରିଷ୍ଠ ସମାଜସେବୀ ତଥା ଏମ୍,ପି, ରିପ୍ରେଜେନ୍ଟ୍ ଶ୍ରି ଜଗବନ୍ଧୁ ଦାସ ଯୋଗ ଦେଇଥିଲେ ।ସମ୍ନାନିତ ଅତିଥି ଭାବେ ସ୍ଥାନୀୟ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଡ଼।ଳିମ୍ବ ଗମାଙ୍ଗ, ସ୍କୁଲର ସଭାପତି ଶ୍ରୀ କପିଳା ପାଇକ,ସ୍ଥାନୀୟ ସମାଜ ର ସମାଜସେବୀ ଶ୍ରୀ ଜଗନ୍ନାଥ ରଞ୍ଜିତ, ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହ ସ୍କୁଲର ପ୍ରଧାନ ଶିକ୍ଷକ ,ଶିକ୍ଷୟିତ୍ରୀଏବଂ ସ୍କୁଲର ଅନ୍ୟ ପଦାଧିକାରୀ, ତଥା ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥାଇ ମହା ଆଡ଼ମ୍ବରରେ ଉଦଯାପନ କାର୍ଯ୍ୟକ୍ରମ କୁ ସଫଳତା ସହ ପାଳନ କରିଛନ୍ତି।ଶେଷରେ କ୍ରୃତି ଛାତ୍ର ଛାତ୍ରୀ ଙ୍କୁ ବରିଷ୍ଠ ସମାଜସେବୀ ଦାସ ବାବୁ ପୁରଷ୍କାର ସହ ମାନପତ୍ର ପ୍ରଦାନ କରିଛନ୍ତି ।