November 15, 2024

ବାଇକ ଧକାରେ ଗୁଣ୍ଡାଳ ଯୁବକ ଘଟଣା ସ୍ଥଳ ରେ ମୃତ ସମାଧାନ କରିବାରେ କୁଜି ନେତା ବିଫଳ

Share

 

 

 

କୋଟପାଡ଼ ଜଗଦଳପୁର ଜାତୀୟ ରାଜ ପଥ ରେ ଗୁରବାର ରାତ୍ର ବାଇକ ଦୁର୍ଘଟଣା ରେ ଗୁଣ୍ଡଳ ଗ୍ରାମ ରେ ଯୁବକ ନକୁଳ ମହୁରିଆ ଘଟଣା ସ୍ଥଳ ରେ ମୃତ୍ୟୁ ଘଟଣା ଖବର ପ୍ରକାଶ ପାଇବା ପରେ ପରିବାର ଆଜି ଶୁକ୍ରବାର ଥାନାର ଦ୍ୱାରସ୍ତ ହୋଇଥିଲେ. ବହୁ ଠିକାନେତା କୁଜିନେତା ନିଜ ର ସ୍ୱାର୍ଥ ପାଇଁ ବୁଝା ମଣା ଉଦେଶ୍ୟ ରେ ଥାନାର ଦ୍ୱାରସ୍ତ ହୋଇ ବିଫଳ ହୋଇଥିବାର ପରିବାର ଲୋକ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଥିବା ଜଣା ଯାଇଛି. କିନ୍ତୁ କୌଣସି ସମାଧାନ ହୋଇ ନ ଥିଲା ଶେଷ ରେ ସନ୍ଧ୍ୟା ସାଡ଼େ ପାଞ୍ଚ ଘଣ୍ଟା ସମୟ ରେ ଶବ ବ୍ୟବ ଛେଦ ପରେ ଅତରିକ୍ତ ତହସିଲ ଦାର ନୀଳାମ୍ବର ପୂଜାରୀ ଥାନା ଅଧିକାରୀ ପରମା ନନ୍ଦ ସୁନାନୀ. ଚାନ୍ଦିଲି ଫାଣ୍ଡି ଅଧିକାରୀ ନବୀନ ତୋପ. କୋଟପାଡ଼ ବ୍ଲକ ମିଡ଼ିଆ ଆସୋସିଏସି ସଭାପତି ଶ୍ରୀ ହରିଶ କୁମାର ପଟ୍ଟନାୟକ ଏବଂ ଙ୍କ ଉପସ୍ଥିତ ରେ ମୃତ ଙ୍କ ଭାଇ ଦାୟଦାନ ପାତ୍ର ଙ୍କୁ ରେଡ କ୍ରସ ପାଣ୍ଠି ରୁ ଦଶ ହଜାର ଟଙ୍କା ପ୍ରଦାନ କରାଯଇଥିଲା. ପରେ ସବ ବ୍ୟବଛେଦ କରି ପରିଵର ଙ୍କୁ ହସ୍ତାନ୍ତର କରିଯାଇଛି I ଅନ୍ୟ ମାନଙ୍କ ମଧ୍ୟ ରେ ଟିଂକୁ ଆଶା. ଜଗତ. ରାମସାଇ. ଯୁବ ନେତା କାଳୀ କୃଷ୍ଣ ହୋତା,ପଦ୍ମନ ବିଶୋଇ,ସୁରେନ୍ଦ୍ର ହରିଜନ. ଟୁନା ପଟ୍ଟନାୟକ,ସୁନାମ ପାତ୍ର. ଈଶ୍ୱର ମହନ୍ତ,ଯୁବ କାଉନ ସିଲର ଟିକୁ ବିଶୋଇ ଉପସ୍ଥିତ ରହି ବୁଝା ମଣା କରି ଶୋକ ସନ୍ତପ୍ତ ପିରିବାର ଙ୍କୁ ସମଵେଦେନା ଜଣାଇ କୁନ୍ଦ୍ରା ବ୍ଲକ ଗୁଣ୍ଡଳ ଗ୍ରାମ କୁ ପଠେଇ ଥିବାର ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା