July 26, 2026

ପାରଳାଖେମୁଣ୍ଡି ବଡ଼ ଦାଣ୍ଡ ସାହିରେ ବୁଲିଲା ବୁଲଡୋଜ଼ର.

IMG-20240704-WA0045
Share

ଆଗକୁ ଆସୁଥିବା ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ଦୃଷ୍ଟି ରେ ରଖି ପାରଳାଖେମୁଣ୍ଡି ରଥ ଯାତ୍ରା ଦେଖିବା ପାଇଁ ବହୁ ଭକ୍ତ ମାନଙ୍କ ସମାଗମ ହେଉଥିବାରୁ ବଡ଼ ଦାଣ୍ଡ ସାହି ମଧ୍ୟରେ ରାସ୍ତା କବ୍ଜା କରି ରଖିଥିବା ହେତୁ ଜବର ଦଖଲ ଉଚ୍ଛେଦ ସ୍ଥାନୀୟ ପ୍ରଶାସନ କରିଥିଲା . ଜବର ଦାଖଲ ଉଚ୍ଛେଦ ସମୟରେ ସ୍ଥାନୀୟ ବାସିନ୍ଦା ଏହାକୁ ତୀବ୍ର ବିରୋଧ କରିଥିଲେ ମଧ୍ୟ ପ୍ରଶାସନ କୌଣସି କଥା ଶୁଣି ନ ଥିଲା. ଆଗାମୀ ଦିନରେ ପାରଳାଖେମୁଣ୍ଡି ସଦର ମହକୁମା ବଜାର ଛକରେ ମଧ୍ୟ ଜବର ଦଖଲ ଉଚ୍ଛେଦ ହେବ ବୋଲି ଗଜପତି ଉପ ଜିଲ୍ଲାପାଳ ଅନୁପ କୁମାର ପଣ୍ଡା କହିଥିଲେ.ଉଚ୍ଛେଦ ସମୟରେ ସ୍ଥାନୀୟ ତହସିଲଦାର, ଉପଜିଲ୍ଲାପାଳ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏସ ଡି ପି ଓ ମାଧବାନନ୍ଦ ନାୟକ ଉପସ୍ଥିତ ଥିଲେ.

ଗଜପତି ଜିଲ୍ଲା କାଶୀନଗର ରୁ ଆନନ୍ଦ ପାତ୍ର ରିପୋର୍ଟର

You may have missed