ଦନ୍ତା ହାତୀର ମୃତଦେହ ଉଦ୍ଧାର..

IMG-20240620-WA0000
Share

 

 

ହାଟଡ଼ିହୀ ,୧୯/୬: କେନ୍ଦୁଝର ଜିଲ୍ଲା ହଦଗଡ଼ ଅଭୟାରଣ୍ୟ
ଅନ୍ତର୍ଗତ ସୋସୋ ଠାରେ ଏକ ବିରାଟ ଦନ୍ତାହାତୀର ମୃତ୍ୟୁ ଘଟିଛି। ଜଣଙ୍କ ବାଡ଼ିରେ ପଛରେ ଛରେ ଦନ୍ତାର ମୃତଦେହ ପଡିଥିବା ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଛି। ମୃତ ହାତୀର ବୟସ ପ୍ରାୟ ୨୫ ବର୍ଷ ହେବ ବେ ବୋଲି କୁହାଯାଉଥ‌ିବା ବେଳେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନି।
ବନ ବିଭ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀ ଶବ ଚାରିପଟେ ବ୍ୟାରିକେଡ କରାଯାଇଛି। ତେବେ ସାଇଣ୍ଟିଫିକ ଟିମ ସହ ଡାକ୍ଟରୀ ଟିମ ଘଟଣାସୁଳରେ ହଞ୍ଚିବା ପରେ ହାତୀର ଶବ ବ୍ୟବଚ୍ଛେଦ କରାଯିବ ବୋଲି ବନ ବିଭାଗ କହିଛି।
(ହାଟଡିହି ରୁ ସୋମେଶ ପରିଡ଼ା ଙ୍କ ରିପୋର୍ଟ)