September 29, 2024
Share

 

୧-ଭୁବନେଶ୍ୱର: ମଥା ନୁଆଇଁ ବିଧାନସଭାରେ ପ୍ରବେଶ,ଶପଥ ନେଲେ ୧୦୨ ବିଧାୟକ।ଆଜି ଶପଥ ନେବେ ଅବଶିଷ୍ଟ ବିଧାୟକ।

୨-ମଙ୍ଗଳବାର ରାଜ୍ୟର ଅଧା ଜିଲ୍ଲାରେ ସ୍କୁଲ ଖୋଲିଛି,ଆଜି ଖୋଲିବ ଆଉ ୪ ଜିଲ୍ଲାରେ ସ୍କୁଲ।

୩-ରାଜଧାନୀରେ କାଳବୈଶାଖୀ:ଆକାଶରୁ ଢୋ…ଢା,୧୮.୨ ମିଲିମିଟର ହେଲା ବର୍ଷା।

୪-ନିଦ ହଜାଇ ଦେଲାଣି ବଜାର ଦର: ହରଡ଼ ୧୦୦୦ରୁ ୧୫୦୦ ଓ ବୁଟଡାଲି କୁଇଣ୍ଟାଲ ପିଛା ବଢିଲାଣି ୧୦୦୦ ଟଙ୍କା‌

୫-କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ଲିଷ୍ଟ ଆଧାରରେ ନିଯୁକ୍ତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

୬-କୋଣାର୍କ:ଦେବୀ ନଦୀରେ ବୁଡି ଯାଇ ୩ ନାବାଳକଙ୍କ ମୃତ୍ୟୁ।

୭-ବୁର୍ଲା:ପୁରସ୍କାର ରାଶି ଦାନକଲେ ଡା. ରାମଚନ୍ଦାନୀ; ୧୦ ଜଣ କର୍କଟ ରୋଗୀଙ୍କୁ ୫ ହଜାର ଲେଖାଏଁ ଦେଲେ।

୮-ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ,୨୦ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ।

୯-ଶୈଳଶ୍ରୀଭିହାର:ସ୍କୁଟରକୁ ପିଟିଲା ‘MO BUS’, ପ୍ରତିବାଦରେ ବସ୍‌ ଭଙ୍ଗା ରୁଜା ସହ ରାସ୍ତାରୋକ।

୧୦-ଡେରାବିଶ: ଦାମୋଦର ପାଠାଗାରରେ ଆର୍ଟ ଅଫ୍ ଗିଭିଂ ଡେ ପାଳିତ, ବୟସ୍କ ଗୁରୁଜନମାନଙ୍କୁ ପୂଜାର୍ଚ୍ଚନା ସହ ବଣ୍ଟନ କରାଗଲା ନୂଆ ଲୁଙ୍ଗି ଓ ଗାମୁଛା।

୧୧-ଏଥର ବିରଳ ହେବ ରଥଯାତ୍ରା; ଏକା ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ଘୋଷଯାତ୍ରା।

୧୨-ହିଟୱେଭ, ଲୁ’ ଭିତରେ କଲବଲ କରୁଛି ୱାର୍ମ ନାଇଟ: ରାତିରେ ଅନୁଭୂତ ହେଉଛି ଅଧିକ ଗରମ।

୧୩-ସାଂସଦ ହେଲି, ବିଧାୟକ ହେଲି ଏବେ ସରପଞ୍ଚ ହେବାକୁ ଇଚ୍ଛା:ସିଦ୍ଧାନ୍ତ ମହାପାତ୍ର

୧୪-ଭୁବନେଶ୍ୱର ମୁକୁଳା ଡ୍ରେନରେ ପଡି ବାଳକର ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା।

୧୫-ତେଜିଲାଣି ପାନ୍ କାର୍ଡ ସ୍କାମ :ମୃତକ, ଚାଷୀ, ମହିଳାଙ୍କ ସହ ହେଉଛି ଜାଲିଆତି।

୧୬-​୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ୨୨.୧୯% ବୃଦ୍ଧି।

୧୭-ନେଦରଲାଣ୍ଡସରେ ବିବାହ କଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ।

୧୮-ପିଏମ କିସାନ ସମ୍ମାନ ନିଧିର ୧୭ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦୀ।

୧୯-ୱାୟନାଡ ଆସନ ଉପନିର୍ବାଚନରେ ବଡ଼ ଟୁଇଷ୍ଟ: ପ୍ରିୟଙ୍କାଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ହୋଇପାରନ୍ତି ସ୍ମୃତି ଇରାନୀ।

୨୦-ନିଟ୍ ପରୀକ୍ଷା ବିବାଦରେ କେନ୍ଦ୍ର ଓ ଏନଟିଏକୁ କହିଲେ ସୁପ୍ରିମକୋର୍ଟ – ୦.୦୦୧% ଅବହେଳା ହେଲେ ମଧ୍ୟ ସମାଧାନ ଜରୁରୀ।

୨୧-ନୂଆ ଦିଲ୍ଲୀ:ଗତ କାଲିଠାରୁ ଲାଗୁ ହେଲା ଡାକଘର ଅଧିନିୟମ ୨୦୨୩।

୨୨-ଇଟାଲୀ ଉପକୂଳରେ ଜାହାଜ ଦୁର୍ଘଟଣା: ୧୧ ମୃତ, ୬୬ ନିଖୋଜ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*