September 29, 2024
Share

 

୧-ନାଚଗୀତରେ କମ୍ପୁଛି ଗାଁଠୁ ସହର: ରଜ ସଂକ୍ରାନ୍ତିରେ ଜମିଲା ପିଠା, ମିଠା ଓ ପାନର ଆସର।

୨-ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ଦୁଇଟି ବର୍ଗର ପୁରସ୍କାର ଘୋଷଣା: ମାନସଙ୍କୁ ବାଲ୍ ସାହିତ୍ୟ ଓ ସଞ୍ଜୟଙ୍କୁ ମିଳିଲା ଯୁବ ପୁରସ୍କାର।

୩-ଆଜି ପିତୃ ଦିବସ:କଥାରେ ଅଛି ବାପା ଥିବା ପୁଅ ସଭାରେ ହାରେନା,ବାପା ଚାହେଁ ପୁଅ ମୋତେ ଟପି ଯାଉ।

୪-ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚ ଶିକ୍ଷା।

୫-କଟକ ଶିଖରପୁର: ଭାଇଚାରାର ସହରରେ ନିଆରା ପରମ୍ପରା, ଗୋଟିଏ ପତ୍ରରେ ସମସ୍ତେ ଭୋଜନ କରନ୍ତି।

୬-ପୋଲିସ୍‌ ବିଭାଗକୁ CMଙ୍କ ତାଗିଦ୍‌,କହିଲେ, ଲୋକଙ୍କୁ ଦେଖାଅ ଉତ୍ତମ ବ୍ୟବହାର।

୭-ପୁରୀ: ଶ୍ରୀମନ୍ଦିରରେ ଅଣନିଃଶ୍ବାସୀ,ପାଟ ଅଗଣାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼।

୮-କ’ଣ ହେବ ବିଏସକେୱାଇ ଓ ମିଶନ ଶକ୍ତିର ଭବିଷ୍ୟତ: ବିଶେଷଜ୍ଞଙ୍କ ମତ, ଲୋକାଭିମୁଖୀ ଯୋଜନାକୁ ବନ୍ଦ କରନ୍ତି ନାହିଁ ସରକାର।

୯-ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କଲେ ରାଜ୍ୟ ସରକାର – କେଭିଙ୍କୁ ଶକ୍ତି, ପ୍ରଭାତୀଙ୍କୁ ମିଶନ ଶକ୍ତି ଓ ସୁରେଶଙ୍କୁ ରାଜସ୍ୱ।

୧୦-ଧାନ ପରି ବଢାଅ ଅନ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ,ବାଦାମ ମଣ୍ଡି ଖୋଲିଥିଲେ ବି ଆସୁନାହାନ୍ତି ଚାଷୀ ।ବାଦାମ, ବିରି ଓ ମୁଗର ଏମଏସପି ବୃଦ୍ଧି ଦାବି

୧୧-ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ୯୫ବର୍ଷ ବୟସରେ ପରଲୋକ।

୧୨-ନୂଆ ସରକାର ଆଗରେ ଏକାଧିକ ଚାଲେଞ୍ଜ୍; ଫୋକସ୍‌ରେ ରତ୍ନଭଣ୍ଡାର ଖୋଲିବା, ଚିଟଫଣ୍ଡ ଟଙ୍କା ଫେରସ୍ତ।

୧୩-କାଶୀପୁର ଅଜଣା ରୋଗରେ ମୃତ୍ୟୁ ଘଟଣା, ଅନୁସନ୍ଧାନ ପାଇଁ ଆରଏମଆରସିକୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

୧୪-ବାରିପଦା: ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ୍ ଟାଙ୍କି,ଜଳିଗଲା ଘର।

୧୫-ଅବକାରୀ ନୀତି ମାମଲା ଶୁଣାଣି ସମୟର ଭିଡିଓ ହଟାଇବାକୁ ସୁନୀତା କେଜ୍ରିଓ୍ଵାଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

୧୬-ଇଦ୍ ପାଳନ ପାଇଁ ଢାକାରେ ପ୍ରବଳ ଜନଗହଳି, ଟ୍ରେନ ଛାତରେ ଯାତ୍ରା କରୁଛନ୍ତି ଯାତ୍ରୀ।

୧୭-ନୂଆଦିଲ୍ଲୀ:ହକି ଇଣ୍ଡିଆ ଲିଗ୍‌ ୨୦୨୪-୨୫: ଖେଳାଳି ପଞ୍ଜୀକରଣ ଆରମ୍ଭ।

୧୮-ଜୁନ ୧୮ରେ ଆକାଉଣ୍ଟକୁ ଆସିବ ପିଏମ-କିଷାନ ସମ୍ମାନ ନିଧି ଟଙ୍କା।

୧୯-ଭାରତ-କାନାଡ଼ା ମ୍ୟାଚ୍ ବାତିଲ, ଏବେ ସୁପର-୮ରେ ନିଜର ଦମ ଦେଖାଇବ ରୋହିତ ବାହିନୀ।

୨୦-ବିହାର: ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅସୁସ୍ଥ: ମେଡିକାଲରେ ଭର୍ତ୍ତି।

୨୧-ଡିପଫେକ୍ ଭିଡିଓ କରୁଥିବା ବ୍ୟକ୍ତିଙ୍କୁ ନିସ୍ତାର ନାହିଁ, ଡିଜିଟାଲ ଇଣ୍ଡିଆ ବିଲ୍ ଆଣିବେ ମୋଦୀ ସରକାର।

୨୨-ନିଟ୍‌‌କୁ ନେଇ ଆସିଲା ବଡ଼ ଖବର: ପରୀକ୍ଷା କେନ୍ଦ୍ର ଅଧ୍ୟକ୍ଷଙ୍କ ସମେତ ୫ ଗିରଫ, ୨.୩ କୋଟିର ଚେକ୍‌‌ ଜବତ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*