October 6, 2024

ସୁନ୍ଦରପୁର ଗ୍ରାମ ରେ ମାଁ କାଳୁଆ ଯା ତ୍ରା ପରିଦର୍ଶନ କଲେ ବିଯେପି ର

Share

ସୁନ୍ଦରପୁର -୧୫/୬(ଅରୁଣ କୁମାର ପଣ୍ଡା)-ପ୍ରତି ବର୍ଷ ଭଳି ଚଳିତ ବର୍ଷ ରଜ ସଂକ୍ରାନ୍ତି ଉପଲକ୍ଷେ ସୁନ୍ଦରପୁର ଗ୍ରାମ ରେ ଦୀର୍ଘ ୪୫ ଵ ର୍ଷଧରି ଚାଲି ଆସୁ ଥିବା ମାଁ କାଳୁଆ ଯାତ୍ରା ଦେଵ ନୀତି ନିୟମ ଅନୁଯାୟୀ ପୂଜା ଅର୍ଚ୍ଚନା ଦୀପ ଧୂପ ନୈବେଦ୍ୟ ଅର୍ପଣ କରି ଥିଲେ,।ପ୍ରାରମ୍ଭରେ ସରପଞ୍ଚ ଗଗନ କୁମାର ବେହେରା ନିଜ ଘରୁ ରାଜ ଭୋଗ ଧରି ମାଁ କନ୍ଧୁଣୀ ମନ୍ଦିର କୁ ଯା ଇ ଵିଭିନ୍ନ ପ୍ରକାର ମିଠା ସା ମ ଗ୍ରୀ ସହ ସରପଞ୍ଚ ଗଗନ କୁମାର ବେହେରା ଓ ନାଏବ ସରପଞ୍ଚ ପ୍ରତି ନିଧି ଵସନ୍ତ କୁମାର ବିଷୋୟୀ ଵାନା, ପିଚ୍ଛ ମୁଠା ଏକ ବିରାଟ ପଟୁଆରରେ, ମାଁ କ ନ୍ଧୁଣୀ ମନ୍ଦିର ଠାରୁ ବାଜା ବଜାଇ ଘୋଡ଼ାନାଚକରି, ମାଁ,କାଳୁଆ ମନ୍ଦିର ଆସି ଆଣିଥିବା ବିଭିନ୍ନ ପ୍ରକାରର ଭୋଗ ସାମଗ୍ରୀ ରଖା ଯା ଇ ଥିଲା,। ମାଁ କାଳୁଆ ମ ନ୍ଦିର ମୂଖ୍ୟ ବରି ଷ୍ଟ ପୂଜାରୀ ଡମ୍ବୁରୁ ଧର ବେହେରା ଓ ସରପଞ୍ଚ ଗଗନ କୁମାର ବେହେରା ଙ୍କ ତ୍ବତ୍ବାବଧିନ ରେ ପୂଜା ରୀ ନିରଞ୍ଜନ ବେହେରା ମୋହନ ବେହେରା, ଲିଙ୍ଗରାଜ ବେହେରା,ଓ ଜୟ ବେହେରା ଙ୍କ ଉପସ୍ଥିତି ରହି ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ଫୁ ଭୋଗ କରି ଥିଲେ,।ପରେ ଗ୍ରାମ ଵାସୀ ମାନ ଙ୍କ ଉପ ସ୍ଥିତି ରେ ଶୋଭାଯାତ୍ରା ଆଣି ଥିବା ବାନା ଦୁଇଟି ଦେଉଳ ଉପରେ ପୂଜାର୍ଚ୍ଚନା କରି ପୁଜାରୀ ମାନେ ପତକା ଧରି ଉପରେ ବାନ୍ଧିଥିଲେ।ପରେ ପ୍ରସାଦ ମିଠା ଵିଭି ନ୍ନ ଗ୍ରାମ ଵାସୀ ବ ଣ୍ଟ ନ କରା ଯାଇ ଥିଲା,। ରଜ ସଂକ୍ରାନ୍ତି ଉପ ଲ କ୍ଷେ ମାଁ କାଳୁଆ ମ ନ୍ଦିର କୁ ନଵ ନି ର୍ବାଚିତ ବି ଯେ ପି ଵିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଛତ୍ରପୁର ବ୍ଲକ ଅଧ୍ୟକ୍ଷ। ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରି ଷଦ ସଭ୍ୟ ମୁନା ଦାସ, ଲଷ୍ମୀପୂର ପୂର୍ବତନ ସମିତି ସଭ୍ୟ ଏନ୍ ଦୁଯ୍ୟ ଧନ ରେଡ୍ଡୀ, ଯୁବ ନେତା ବାପି ଦାସ ସୁନ୍ଦରେଶ୍ୱର ମନ୍ଦିର ଓ ମାଁ କାଳୁଆ ମ ନ୍ଦିର ପରିଦର୍ଶନ କରିଥିଲେ ନବ ନିର୍ବାଚିତ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ପ ଞ୍ଚା ୟତ ସମିତି ଅଧ୍ୟକ୍ଷ। ପ୍ରତି ନିଧି ମୁନା ଦାସ ଓ ପୂର୍ବ ତନ ସମିତି ସଭ୍ୟ ଏନ୍ ଦୁଯ୍ୟଧନ ରେଡ୍ଡୀ ଙ୍କୁ ପୁଷ୍ପ ଗୁଛ ସହ ଉପଢୈ।କନ ସହ ସ୍ବାଗତ ସମ୍ବର୍ଦ୍ଧନା ସହ ପାଛୋଟି ନେଇଥିଲେ,। ଏଥିରେ ସରପଞ୍ଚ ଗଗ ନ କୁମାର ବେହେରା, ପୂର୍ବତନ ସର ପଞ୍ଚ ପ୍ରତିନିଧି ଯୁଦ୍ଧିଷ୍ଟିର ମହାଙ୍କୁଡ଼, ନାଏବ ସରପଞ୍ଚ ପ୍ରତିନିଧି ଵସନ୍ତ କୁମାର ବିଷୋୟୀ, ଅବସର ପ୍ରାପ୍ତ ସାମରିକ ସୈନ୍କିକ ଅର୍ଜୁନ ବେହେରା ଗାହାଣୀ ବଳରାମ ମହାଙ୍କୁଡ଼ ଅଭି ରାମ ମଣ୍ଡଳ ସୀତାରାମ ପୁରୋହିତ ସମ୍ପଦ ନାହାକ ମନୋଜ ପୁରୋହିତ, ନାରାୟଣ ବେହେରା ଓ ଗ୍ରାମ ଵା ସୀ ଯୋଗ ଦେଇ ଥିଲେ,।ରଜ ସଂକ୍ରାନ୍ତି ମାଁ କାଳୁଆ ଯା ତ୍ରା ଅବସରରେ,ନଳ ବଣ୍ଟା ଓ ଜୟ ନ୍ତ୍ରୀ ପୁର ଗ୍ରାମ ଦୁଇ ଗୋଟି ପ୍ରଲ୍ଲାଦ ନାଟକ ପରିଵେଷଣ କରିଥିଲେ ଏହି ନାଟକ କୁ ସର ପଞ୍ଚ ଗଗନ କୁମାର ବେହେରା ଉଦ୍ ଘାଟନ କରିଥିଲେ,। ଆସନ୍ତା କାଲି ପ ଯ୍ୟ ନ୍ତ ନାଟକ ଚାଲୁ ରହିବ ପରି ଶେଷ ରେ ଗ୍ରାମ ଵାସୀମାନେ ଵାଦ୍ୟ ଵଜାଇ ମ ନ୍ଦିର ପରିକ୍ରମା କରି ଥିଲେ,।