August 4, 2026

ନୂଆଗଡ ପଞ୍ଚାୟତ ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ..

IMG-20260804-WA0019
Share

 

ନୂଆଗଡ(ସଞ୍ଜୟ କୁମାର ସେଠୀ)ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ ପଞ୍ଚାୟତ ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ନୂଆଗଡ ପଞ୍ଚାୟତ ଦାୟିତ୍ୱ ରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏମ ବି କେ, ମହିଳା ସ୍ୱୟଂ ସହାୟକ କର୍ମୀ ପ୍ରମୁଖ ଉପସ୍ଥିତି ରେ ସ୍ୱଚ୍ଛ ମିଶନ କାର୍ଯ୍ୟକ୍ରମ ସହିତ ଗ୍ରାମ ସଫେଇ କରାଯାଇଥିଲା।

You may have missed