September 29, 2024

ଓଡିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା

Share

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ବୁଧବାର ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ଭୁବନେଶ୍ୱର ସ୍ଥିତ ଜନତା ମୈଦାନ ରେ ଶପଥ ଗ୍ରହଣ କରିଛନ୍ତି l ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବଟେଶ୍ଵର ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ତାଙ୍କୁ ସୁ ସ୍ୱାଗତ କରାଯାଇଛି l ସ୍ଥାନୀୟ କଣ୍ଟିଆଗଡ଼ ଗ୍ରାମର ଉଦୀୟମାନ ଯୁବ ବାଲୁକା ଶିଳ୍ପୀ ସଚ୍ଚିଦାନନ୍ଦ ପ୍ରଧାନ ବାଲୁକା କଳା ମାଧ୍ୟମରେ ନୂତନ ମୁଖ୍ୟମନ୍ତ୍ରୀ ଙ୍କ ମୁଖମଣ୍ଡଳ ର ପ୍ରତିକୃତି ବାନାଇବା ସହ ସେଥିରେ ରଙ୍ଗ ଦେଇ ତାଙ୍କୁ ସ୍ୱାଗତ ଜଣାଇଛନ୍ତି l
ବେଳାଭୂମିଙ୍କୁ ଆସୁଥିବା ପର୍ଯ୍ୟଟକ ଙ୍କ ଉକ୍ତ ବାଲୁକା କଳା ପ୍ରତି ଦୃଷ୍ଟି ଆକର୍ଷଣ କରିଛି l ଯୁବ ବାଲୁକା ଶିଳ୍ପୀ ଙ୍କ ଏପରି ଆକର୍ଷଣୀୟ କଳାକୁ
ବିଭିନ୍ନ ମହଲାରୁ ଉଚ୍ଚ ପ୍ରଶଂସା କରାଯାଇଛି l

You may have missed