July 3, 2024

ଭୋଟଦେଲେ ନିମାପଡା ଭାରତୀୟ ଜନତା ପାର୍ଟିର ବିଧାୟିକା ପ୍ରାର୍ଥୀନୀ ପ୍ରଭାତୀ ପରିଡା ..

Share

ଆଜି ୨୦୨୪ ଶେଷ ପର୍ଯ୍ୟାୟ ନିର୍ବାଚନ ରେ ପୁରୀଜିଲ୍ଲା ନିମାପଡା ଗୋପ ବିଧାନସଭା ପ୍ରାର୍ଥୀନୀ ପ୍ରଭାତୀ ପରିଡା ନିଜ ବୁଥ ରେ ପହଞ୍ଚି ସମସ୍ତଙ୍କ ସହିତ ଧାଡିରେ ଠିଆହୋଇ ନିଜର ମତଦାନ କରିଥିଲେ l ନିଜର ମତଦାନ କରି ସାରିବା ପରେ ବିଭିନ୍ନ ବୁଥ ବୁଲି ଭୋଟର ମାନଙ୍କ ସହିତ କଥା ହୋଇ ଭୋଟଦାନ କେନ୍ଦ୍ର ଗୁଡିକ ରେ ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଥିଲେ l ଏଥିସହିତ ଭିନ୍ନକ୍ଷମ ଭୋଟର ମାନେ କିଭଳି ସୁବିଧା ରେ ଆସି ମତଦାନ ଦେଇପାରିବେ ସେଥିପାଇଁ ଗୁରୁତ୍ୱର ସହିତ ଆଲୋଚନା କରିଥିଲେ l ପରେପରେ ନିମାପଡା ଗୋପ ଅଞ୍ଚଳ ର ବିଭିନ୍ନ ବୁଥ ବୁଲି ଦେଖିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ