March 13, 2026

ଗୁଣ୍ଡିଚା ଘର ବ୍ୟବସାୟୀ ସଂଘ ପକ୍ଷରୁ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ …

IMG-20240601-WA0024
Share

ଗୁଣ୍ଡିଚା ଘର ବ୍ୟବସାୟୀ ସଂଘ ପକ୍ଷରୁ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ l
ଗତକାଲି ସନ୍ଧ୍ୟାରେ ଗୁଣ୍ଡିଚା ଘର ବ୍ୟବସାୟୀ ସଂଘ ର ସଭାପତି ଅରୁଣ ପଟ୍ଟନାୟକଙ୍କ ଅଧକ୍ଷତା ରେ ସମ୍ପାଦକ ମନୋଜ କୁମାର ରଥ, ସହ ସମ୍ପାଦକ ମହେଶ୍ୱର ମହାନ୍ତି, ବନମାଳୀ ସାହୁ, ପ୍ରଦୀପ୍ତ କୁମାର ଚି଼ନେରା, ମିହିର ପଣ୍ଡା, କାଶୀନାଥ ଶର୍ମା, ପ୍ରହଲ୍ଲାଦ ସାହୁ, ନକୂଳମଣି ବେହେରାଙ୍କ ସହିତ ସଂଘର ସମସ୍ତ ସଦସ୍ୟ ମିଶି ଭଉଁରୀ ଯାତ୍ରାରେ ବାଣ ବିସ୍ଫୋରଣ ରେ ମୃତକ ମାନଙ୍କ ଆତ୍ମାର ସଦଗତି ଏବଂ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁ ଙ୍କ ଉଦ୍ଦେଶ୍ୟ ରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ସମୂହ ଦୀପଦାନ କରିଛନ୍ତି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)