ପିତ୍ରୁମାତ୍ରୁ ହୀନ ଶିଶୁଙ୍କୁ ସହାହାୟତ।ର ହାତ ବଢ଼େଇଲା ଜିଲ୍ଲାପ୍ରଶାସନ ଗଜପତି.

amonn
Share

ପ୍ରକାଶ ଥାଉକି ଆର . ଉଦୟଗିରି ଥାନା ଅନ୍ତର୍ଗତ ବସ୍ତ୍ରେରିଗୁଡ଼ା ପଞ୍ଚାୟତର ବାଦପୂର୍ ଗ୍ରାମର ଏକ ପରିବାରର ପିତାଙ୍କ ମୃତ୍ୟୁ ପରେ ମା ତିନିଜଣ ପିଲାମାନଙ୍କୁ ଛାଡି କୁଆଡେ ପଳାଇଯିବାରୁ ଶିଶୁମାନେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ରହୁଥିବା ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ତତ୍ କ୍ଷଣାତ ଚାଇଲ୍ଡ ହେଲ୍ପ ଲାଇନ କର୍ମୀ ଇସମାଇଲ କର।ଡ ବାଦପୂର୍ ଗ୍ରାମରେ ପହଞ୍ଚି ଗ୍ରାମର ବ୍ୟକ୍ତି ବିଶେଷ ଓ ଶିଶୁ ଙ୍କ ଅଭିଭାବଙ୍କ ସହ ଆଲୋଚନା କରି ତିନି ଜଣ ଶିଶୁ ଯଥା 11 ବର୍ଷ ଝିଅ 9 ବର୍ଷ ର ପୁଅ 7 ବର୍ଷର ପୁଅ ଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ଆଣିଥିଲେ । ପ୍ରଥମେ ଶିଶୁ ମଙ୍ଗଳ ସମିତି ସମ୍ମୁଖରେ ଉକ୍ତ ଶିଶୁଙ୍କୁ ଉପସ୍ଥିତ କରାଯାଇ ଶିଶୁ ମଙ୍ଗଳ ସମିତି ର ଅନୁମୋଦନ କ୍ରମେ ପରାଳଖେମୁଣ୍ଡି ର ଶିଶୁ ଯତ୍ନ ଅନୁଷ୍ଠାନ ଉତ୍କଳ ବ। ଳ।ଶ୍ରମ ରେ ଥଇଥାନ କରାଗଲା।ଯେଉଁଠାରେ ଶିଶୁମାନେ ରହି ମାଗଣାରେ ଖାଇବା ରହିବ। ଓ ପାଠ ପଢ଼ିବା ପାଇଁ ସବୁ ବେବସ୍ଥ। ସରକାରଙ୍କ ତରଫରୁ କରାଯାଇଛି।ଜିଲ୍ଲା ପ୍ରଶାସନ ଶିଶୁ ଙ୍କ ସମସ୍ତ ଦାୟିତ୍ଵ ଗ୍ରହଣ କରିବା ପରେ ଶିଶୁଙ୍କ ଅଭିଭାବକ ଖୁସି ଥିବା ର ପରିଲିଖିତ ହେଉଛି।

You may have missed