April 30, 2026

 ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ବିଜେପି ଦଳ ବିଧାୟକ ପ୍ରାର୍ଥୀ ସୁଧୀର ପାଟଯୋଶୀ ଏବଂ କଂଗ୍ରେସ ଦଳରୁ ବିଧାୟିକା ପ୍ରାଥୀନି ଶ୍ରୀମତୀ ରଶ୍ମି ରେଖା ଙ୍କ ନାମାଙ୍କନ ପତ୍ର ଦାଖଲ…

tom
Share

କଳାହାଣ୍ଡି, କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ରାଜନୀତି ମହାସମାବେଶ ରେ ତ୍ରିମୁଖ ଲଢେଇ ପାଇଁ ନିଜର ହଜାର ହଜାର ସମର୍ଥକ ସହ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଧର୍ମଗଡ ଠାରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l
ଏପରି ସ୍ଥଳେ ବlହସ୍ପଟ ସହ ଧର୍ମଗଡ ରେ ହଇ ଚଇ ସ୍ତୃଷ୍ଟି କରିଛନ୍ତି ବିଜୁ ଜନତା ଦଳ ର ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂ ଦେଓ l
ବିଚାର କୁ ନେଲେ ଏପଟେ ଦଣ୍ଡ ପାଟ ଅଞ୍ଚଳର ଯୁବ ସ୍ୱାଧୀନ ପ୍ରାର୍ଥୀନୀ ହେମାଙ୍ଗିନୀ ହଂସ କୁ ମଧ୍ୟ ଅନେକ ସମର୍ଥନ ଦେଖିବାକୁ ମିଳୁଛି l
ଯାହା ହେଲେବି ତ୍ରିମୁଖ ଲଢେଇ ହେଲେ ଜନ ସାଧାରଣ କାହାକୁ ମତ ଦାନ କରିବେ ଆଗାମୀ ଦିନରେ ଦେଖାଯିବ l
ନାମାଙ୍କନ ଦାଖଲ ଶେଷ ହେବାକୁ ଯାଉଥିବା ବେଳେ ସମସ୍ତ ଦଳ ର ଆଶାୟୀ ପ୍ରାର୍ଥୀ ମାନେ ଅଣ୍ଟା ଭିଡି ଚାହିଁ ରହିଛନ୍ତି l( ଚନ୍ଦ୍ର ଶେଖର ପାଳ)

You may have missed