April 30, 2026

ଛତ୍ରପୁର କଂଗ୍ରେସ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ବୈଠକ

56y
Share


ଛତ୍ରପୁର -ତା -12.04.24-ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଯାଇଥିଲା। ଛତ୍ରପୁର ବିଧାନ ସଭା କଂଗେସ ଆଶାୟୀ ପ୍ରାର୍ଥୀ ଭାଗିରଥି ବେହେରା ଙ୍କ ନେତୃତ୍ୱରେ ଆଗାମୀ ନିର୍ବାଚନ ରେ କିପରି ବିଜୟୀ ଲାଭ କରିବେ ସେ ଦିଗରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଛତ୍ରପୁର ବ୍ଲକ ସଭାପତି ଗଣପତି ବାରିକ, ଗଞ୍ଜାମ ବ୍ଲକ ସଭାପତି N. ଗଣେଶ ରେଡ୍ଡୀ, ଛତ୍ରପୁର ନଗର ସଭାପତି କାଳିଆ ରାଉଳ, ଗଞ୍ଜାମ ନଗର ସଭାପତି S. ଭିମା ରେଡ୍ଡୀ, ରମ୍ଭା ନଗର ସଭାପତି ଅମିୟ କାନ୍ତ ପାତ୍ର, ପୂର୍ବତନ ଚିକଲଖଣ୍ଡି ସରପଞ୍ଚ D. ରାମ ସ୍ବାମୀ ରେଡ୍ଡୀ, ପୂର୍ବତନ କଣମନା ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ପୂର୍ବତନ ମଲାଡ ସରପଞ୍ଚ ପ୍ରଭାତ ସେଠୀ, ଜିଲ୍ଲା କଂଗେସ ସଧାରଣ ସମ୍ପାଦକ ଅଶୋକ ପଟ୍ଟନାୟକ, ଆଇନ୍ ଜିବି ବାବୁ ନାହାକ, ବ୍ରହ୍ମପୁର ଲୋକସଭା ଯୁବ କଂଗେସ ମିଡ଼ିଆ ସଂଯୋଜକ ମହେଶ କୁମାର ଗୌଡ଼, ଛାତ୍ର କଂଗେସ ସଭାପତି ଚକ୍ରପାଣି ପଲେଇ, ପିସିସି ସଭ୍ୟ ଭବାନୀ ବେହେରା, ଚାଷୀ ନେତା ଈଶ୍ୱର ଦଳେଇ, ଯୁବ ନେତା ଜି. ଶ୍ରୀନିବାସ ରାଓ, ଅସିତ୍ କାନ୍ତ ପାତ୍ର, ମୁନା ଦାସ ପ୍ରମୁଖ ଯୋଗ ଦେଇଥିଲେ।(ଅରୁଣ କୁମାର ପଣ୍ଡା )

You may have missed