April 27, 2026

କଲ୍ୟାଣ ମଣ୍ଡପ ରେ ଏଲଡିବି ବୈଠକ ଅନୁଷ୍ଠିତ…

km
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ସହରରେ ଥିବା ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ରେ ଏଲଡିବି ବୈଠକ ଅନୁଷ୍ଠିତ ହୋଇ ଯାଇଛି. ବରିଷ୍ଟ କଂଗ୍ରେସ ନେତା ଶ୍ରୀ କିଶୋର ଦଣ୍ଡ ସେନା. ଗୁପ୍ତ ମଲିକ ଙ୍କ ସମେତ ନବରଙ୍ଗ ପୁର ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଭୁଜବଳ ମାଝୀ. ଏଲ ଡି ଏମ ସଂଯୋଯକ ମାନସ ମଲ୍ଲିକ ସମେତ ବହୁ କର୍ମୀ ଓ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ତଥା ନବରଙ୍ଗପୁର ଜ଼ିଲ୍ଲା ର ଅବସର ପ୍ରାପ୍ତ ପୋଲିସ କର୍ମଚାରି ଅନାମ ଦିଆନ ଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା କିନ୍ତୁ ଏହି ବୈଠକ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟ କ୍ରମ ଅଧା ରୁ ଉଠି ଚାଲି ଯାଇଥିବା ଜଣା ଯାଇଛି. ଆଜିର କାର୍ଯ୍ୟ କ୍ରମକୁ ନେଇ ଶାସକ ଦଳ କୁ ଫାଇଦା ହୋଇ ପାରେ ବୋଲି ରାଜନୈତିକ ବିସାରଦ ମାନେ ଅଙ୍କ କଷା ଆରମ୍ଭ କରି ଦେଇ ଥିବା ଚର୍ଚ୍ଚା ଜୋର ଧରିବା ରେ ଲାଗିଛି.(କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା)