March 11, 2026

ଦମୟନ୍ତୀ ସାଗର ଭୂମି ପୂଜା ଅନୁଷ୍ଠିତ…

hn1
Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଦମୟନ୍ତି ସାଗର ର ପଙ୍କ ଉଦ୍ଧାର ପାଇଁ ଆଜି ଭୂମି ପୂଜନ ହୋଇଯାଇଛି. କୋଟପାଡ଼ ସହର ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଆଜି ସମାଜ ସେବୀ ଗଣେଶ ପଣ୍ଡା ଏବଂ
ଅବସର ପ୍ରାପ୍ତ କର୍ମ ଚାରି ଙ୍କୁ ନେଇ ଦାବୀ କରି ଆସୁଥିଲେ I ସେହି ସ୍ୱପ୍ନ ଓଡିଶା ର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5t ଅଧକ୍ଷ ଶ୍ରୀଯୁକ୍ତ ଭି କାର୍ତିକେଇଆନ ଙ୍କୁ ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୃତଜ୍ଞତା ଜ୍ଞାପନ କରିଥିଲେ. ଚମ୍ପା ଘାଟରେ ଭୂମି ପୂଜା ତପନ ମହାପାତ୍ର ସମାପନ କରି ଥିଲେ. ସମାଜ ସେବୀ ଗଣେଶ ପଣ୍ଡା ଅବସର ପ୍ରାପ୍ତ କର୍ମ ଚାରି ଶ୍ରୀ ଗୌର ରଥ. ଦୁର୍ଗା ନାୟକ. ନବୀନ ଗୋନ୍ତାୟତ ଅନାଦି ସାହୁ ବିଧାୟକ ପ୍ରତିନିଧି ସୁଧୀର ମହାନ୍ତି. ଓମ ପ୍ରକାଶ ଦାସ କିରନ ପଟ୍ଟନାୟକ. ଙ୍କ ସମେତ ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ର ମା ମାଉସୀ ମାନେ ଉପସ୍ଥିତ ଥିଲେ. ବାର ସହ ଏକର ଏହି ସାଗର ପୁନଃ ଉଦ୍ଧାର କାମ ହେବାକୁ ଯାଉ ଥିବାରୁ ସହର ବାସୀ ଙ୍କ ମନରେ ବହୁ ଖୁସି ର ଲହରି ଖେଳି ଯାଉ ଥିବା ଜଣା ଯାଇଛି I (କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା )