ଗଞ୍ଜାମ ଏନ.ଏ.ସି ଇଓ ଙ୍କ ଦ୍ୱାରା ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଭବ୍ୟ ସମର୍ଦ୍ଧନା…
ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କାର୍ଯ୍ୟରତ ସ୍ଥାନୀୟ ଗଣ ମାଧ୍ୟାମ ପ୍ରତିନିଧି ମାନଙ୍କୁ ଭବ୍ୟ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା l କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ଗଞ୍ଜାମ ପ୍ରେସ କ୍ଳବ ର ସମ୍ବାଦିକ ମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ l ତତ ସହିତ ସ୍ଥାନୀୟ ପୌରାଞ୍ଚଳ କୁ ଜିଲ୍ଲାର 1 ନମ୍ବର ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ପରିଗଣିତ କରିବା ନେଇ ପ୍ରୟାସ କରିବେ ବୋଲି ପ୍ରକାଶ କରିଥିଲେ l ତତ ସହିତ
ସାମୂହିକ ବିକାଶ ଦିଗରେ ସମାଦିକ ଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲି କହିବା ସହ ଗଞ୍ଜାମ ସହରାଞ୍ଚଳ ର ବିକାଶ ଦିଗରେ ସମସ୍ତ ସାମ୍ବାଦିକ ଙ୍କ ସହଯୋଗ କାମାନା କରିଥିଲେ l ଶବର କୁମାର ତରାଇ, ଉମାକାନ୍ତ ବେହେରା, ବିଦ୍ୟାଧର ସାହୁ, ରାକେଶ ରଞ୍ଜନ ଦାସ,ପ୍ରଦୀପ କୁମାର ପଣ୍ଡା,ନିରଞ୍ଜନ ପରିଡା,ବଟକୃଷ୍ଣ ରାଉଳ,କେ. ରାଜନୀକାନ୍ତ ରେଡି ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ l(ପ୍ରଦୀପ କୁମାର ପଣ୍ଡା)