September 29, 2026

ଚନ୍ଦ୍ରଗିରି ବନ ବିଭାଗ ପକ୍ଷରୁ ମହୁ ଚାଷ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ …

hjgvuygu
Share


ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ଚଦ୍ରଗିରି ବନ ବିଭାଗ ପକ୍ଷରୁ ରେଞ୍ଜ ଅଧିକାରୀ ରୂପକ କୁମାର ପ୍ରଧାନ ଙ୍କ ଉପସ୍ଥିତିରେ କୋଡ଼ିଏ ଜଣ ଚାଷୀ ଙ୍କୁ ମହୁ ମାଛି ଚାଷ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ବନ ସୁରକ୍ଷା ସମିତି ର ସଭ୍ୟ ଭାବେ ପାଳୁଖୋଳା ଏବଂ ମହୁଲପଦା ଗ୍ରାମର ସଭ୍ୟ ମାନଙ୍କୁ ନେଇ ତାଲିମ ପ୍ରଦାନ କରାଯାଇଥିଲା। ସ୍ଵତନ୍ତ୍ର ବିଶେଷଜ୍ଞ ଉପସ୍ଥିତ ରହି ଚାଷୀଙ୍କୁ ମହୁ ଚାଷ ସମ୍ପର୍କରେ ତାଲିମ ପ୍ରଦାନ କରିଥିବାରୁ ବନ ବିଭାଗ ଅଧିକାରୀ ଉପସ୍ଥିତ ଚାଷୀ ଏବଂ ତାଲିମ ପ୍ରଦାନ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed