September 21, 2024

ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ କ୍ରିସମାସ ଓ ନୂତନ ବର୍ଷର ଜିଲ୍ଲା ବାସୀଙ୍କ ପାଇଁ ବାର୍ତ୍ତା ….

Share

ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଚଳିତ ମାସ କ୍ରିସ ମାସ ଓ ଆଗାମୀ ନୂତନ ବର୍ଷ ୨୦୨୪ ଜିଲ୍ଲା ବାସୀଙ୍କ ନିମନ୍ତେ ବାର୍ତ୍ତା ପ୍ରଦାନ କରି ପ୍ରକାଶ କରିଛନ୍ତି କି ଗଜପତି ଜିଲ୍ଲାରେ ବାସ କରୁଥିବା କ୍ରିଷ୍ଟ ଧର୍ମ୍ବଲମ୍ବି ଓ ରାଜନେତା ଅଗଣିତ ବିଜେଡି କର୍ମୀ, ସମସ୍ତ ନିର୍ବାଚିତ ଜନ ପ୍ରତିନିଧିଙ୍କ ମଙ୍ଗଳ କାମନା କରିବା ସହ ପ୍ରଭୁ କ୍ରିଷ୍ଟ ଏବଂ ପ୍ରଭୁ ଜଗନ୍ନାଥ ଜିଲ୍ଲା ବାସୀଙ୍କ ଆଗାମୀ ବର୍ଷ ଶୁଭଙ୍କର ହେଉ ଏତିକି କାମନା କରୁଛି।