September 21, 2024
Share

*ଖବର ଆଜିର*
ତାରିଖ ୦୧/୧୨/୨୩, ଶୁକ୍ରବାର

୧-ସାରା ରାଜ୍ୟରେ ୧୧୪୦ କୋଟିର ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

୨-ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ନିଜର ନାକ A+ ରାଙ୍କିଂ ଫେରି ପାଇଛି।

୩-ଆଜିଠୁ କୋଣାର୍କ ମହୋତ୍ସବ, ଶିଳ୍ପୀଙ୍କ ଅପେକ୍ଷାରେ ମୁକ୍ତାକାଶ ମଞ୍ଚ।

୪-ଓଡ଼ିଶାର ମାନ ବଢାଇଲେ ମନୀଷା ପାଢ଼ୀ: ଦେଶର ପ୍ରଥମ ମହିଳା ଏଡିସି ଭାବେ ପାଇଲେ ନିଯୁକ୍ତି।

୫-ଲାଗିଲା ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର: ପିଲାଙ୍କ ସାଇକେଲରେ କରାଗଲା ବ୍ରାଣ୍ଡିଂ।

୬-କେନ୍ଦ୍ରାପଡାରେ ହେବ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ପ୍ଲାଣ୍ଟ : ସରିଛି ପରିବେଶ ମଞ୍ଜୁରୀ ଆବେଦନ, ଡିସେମ୍ବରରୁ ଜମି ଅଧିଗ୍ରହଣ।

୭-ଆସୁଛି ବାତ୍ୟା, ସତର୍କ ରହିବାକୁ ପାଣିପାଗ ବିଭାଗର ନିର୍ଦ୍ଦେଶ।୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ।

୮-ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରରେ ସୁରକ୍ଷିତ ରକ୍ତ ଯୋଗାଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

୯-ଭିଜିଲାନ୍ସ ଜାଲରେ ଫସିଲେ ଭୁବନେଶ୍ୱର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲ୍ୟୁଏସ ଆଣ୍ଡ ଏସ)ର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀ।

୧୦-ଶ୍ରୀମନ୍ଦିର ରତ୍ନଭଣ୍ଡାର ବାହାର କାନ୍ଥ ଲେଜର ସ୍କାନିଂ ଶେଷ, ୪୫ଟି ପଏଣ୍ଟରେ ହେଲା ସ୍କାନିଂ।

୧୧-ସ୍ୱଚ୍ଛ ହେବ Plus 2 ପରୀକ୍ଷା; ଏକଜାମ୍ ସେଣ୍ଟର, ହଲ୍ ଓ କ୍ୱେଶ୍ଚିନ୍ ହବ୍‌ର ହେବ ଲାଇଭ ଷ୍ଟ୍ରିମିଂ।

୧୨-ସମ୍ବଲପୁର:ମାଟ୍ରିମୋନୀରୁ ସମ୍ପର୍କ ଆରମ୍ଭ, ଠକେଇରେ ଶେଷ: ୬୪ ଲକ୍ଷ ଠକି ନେଲା ମିଛ ପ୍ରେମିକ!

୧୩-ଓଡ଼ିଶା ଫେରୁଛନ୍ତି ଟନେଲରେ ଫସିଥିବା ୫ ଶ୍ରମିକ, ଓଡ଼ିଶା ଅଭିମୁଖେ ହସ୍ପିଟାଲରୁ ଡିସଚାର୍ଜ ୫ ଓଡ଼ିଆ ଶ୍ରମିକ।

୧୪-ସାବଧାନ୍ !! BMC ଅଞ୍ଚଳରେ ବିନାନୁମତିରେ ରାସ୍ତା ଖୋଳିଲେ ଦିଆଯିବ ଏତଲା।ରାସ୍ତାରେ ବାଲି, ମାଟି ଓ ଗୋଡ଼ି ଗଦାଇବାକୁ ମଧ୍ୟ ବାରଣ କରିଛି BMC।

୧୫-ଆସିଲା ଏକଜିଟ ପୋଲ ରିପୋର୍ଟ, କଂଗ୍ରେସ ଓ ବିଜେପି ମଧ୍ୟରେ ହୋଇଛି କଡ୍ଡା ଟକ୍କର।

୧୬-ଚେନ୍ନାଇରେ ବୁଧବାରଠାରୁ ଲାଗି ରହିଛି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କଲା ଆଇଏମଡି।

୧୭-ବଢିବ ଭାରତର ଶକ୍ତି, କିଣାଯିବ ୯୬ଟି ତେଜସ୍ ବିମାନ, ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର।

୧୮-ବିଶ୍ୱର ସବୁଠାରୁ ଲମ୍ବା କେଶ ଧାରୀ ହେଉଛନ୍ତି ଭାରତୀୟ ମହିଳା ସ୍ମିତା ଶ୍ରୀବାସ୍ତବ – ଗିନିସ୍‌ ବୁକ୍‌ ଅଫ୍‌ ଓ୍ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ।

୧୯-ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦, ଦିନିକିଆ, ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ।ସୂର୍ଯ୍ୟ ଟି-୨୦, ରାହୁଲ ଦିନିକିଆ ଅଧିନାୟକ।

୨୦-ରାୟପୁର:ଚତୁର୍ଥ T20 ଆଜି,ଭାରତକୁ ବୋଲିଂ ଚିନ୍ତା,ଚହର ଓ ଆୟର ସାମିଲ।

୨୧-ଦୁଇ ଦିନିଆ ଦୁବାଇ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଶ୍ୱ ଜଳବାୟୁ କ୍ରିୟାନୁଷ୍ଠାନ ଶିଖର ବୈଠକରେ ଯୋଗ ଦେବେ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*