March 13, 2026

ଅଦ୍ୟ ତା ୨୮.୧୧.୨୦୨୩ ରିଖ ଦିନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନ୍ତରବା ଠାରେ ବିଦ୍ୟାଳୟ ସ୍ତରରରେ ଆଖି ପରୀକ୍ଷା କରି

IMG-20231128-WA0036
Share

ଅଦ୍ୟ ତା ୨୮.୧୧.୨୦୨୩ ରିଖ ଦିନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନ୍ତରବା ଠାରେ ବିଦ୍ୟାଳୟ ସ୍ତରରରେ ଆଖି ପରୀକ୍ଷା କରି ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଡ଼ାକ୍ତରୀ ପରୀକ୍ଷା ଆୟୋଜନ ହୋଇଥିଲା ।ଏହି ଶିବିରକୁ ଚୁଡଙ୍ଗ ପୁର , ବଡସିନ୍ଧବା ,ଅନ୍ତରବା ତିନି ଗୋଟି କ୍ଲଷ୍ଟର୍ ର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଓ guide ଶିକ୍ଷକ ଯୋଗ ଦେଇଥିଲେ । ତତ୍ ପରେମୋହନା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ନରେନ୍ଦ୍ର କୁମାର ବେହେରା ମହୋଦୟ ଡକ୍ଟର ଶ୍ରୀ ଅନିଲ କୁମାର ପାଢ଼ୀ ରୁବୀ ଆଇ ହସ୍ପିଟାଲ berhampur ରୁ ଆସିଥିବା ଦୁଇଜଣ ସହକାରୀ ଡକ୍ଟର୍ ହେଲେ ଶ୍ରୀ ଭୀଷ୍ମ ବେହେରା ଓ ଶ୍ରୀ ଜ୍ୟୋତିରଂଜନ ନାୟକ ଓ ଗୋଷ୍ଠି ସମ୍ବଳ ସାଧନ ଶିକ୍ଷକ ଶ୍ରୀ ସୁମନ୍ତ ପ୍ରଧାନ ଓ ପ୍ରକାଶ କୁମାର ସାହୁଙ୍କ କରକମଳରେ ଉଦଘାଟନ କରାଯାଇ ଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦ୍ରୁମନ ଗମାଙ୍ଗ ଓ ଆଦିବାସୀ ହାଇସ୍କୁଲରପ୍ରଧାନ ଶିକ୍ଷକ ହୋତା ମହୋଦୟ ଧନ୍ୟବାଦ ଦେବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହ ଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୨୬ ଜଣ ଛାତ୍ରଛତ୍ରୀ ଓ ୨୦ ଜଣ ଶିକ୍ଷକ ଯୋଗ ଦେଇଥିଲେ । ଏହି ଶିବିରରେ ଚଷମା ନିମନ୍ତେ ୨୭ଜଣ referral ୩ଜଣ ଚିହ୍ନଟ କରା ଯାଇଛି।