September 30, 2024

ଏ ବି ଭି ପି ର ସଦସ୍ୟତା ଅଭିଯାନ

Share

ଏ ବି ଭି ପି ର ସଦସ୍ୟତା ଅଭିଯାନ

ବୁଗୁଡ଼ା :୧୯/୧୦/୨୦୨୩()ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ରେ ଥିବା ମାଣିତରା ବିଜ୍ଞାନ ମହାବିଦ୍ୟାଳୟ ଠାରେ ଆଜି ଘୁମୁସର ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଆଜି ମହାସଦସ୍ୟତା ଅଭିଯାନ ଆରମ୍ଭ ହୋଇଯାଇଅଛି। ଏଥିରେ ଘୁମୁସର ଜିଲ୍ଲା ସଂଯୋଜକ ରାକେଶ ଜେନା ଓ ଘୁମୁସର ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ସାନ୍ତୁନ ସେଠୀ, ବୁଗୁଡ଼ା ନଗର ସମ୍ପାଦକ ବିନାୟକ ସାହୁ, ବୁଗୁଡ଼ା ନଗର ଏ ଏଫ ଏସ ପ୍ରମୁଖ ତୁଷାର ମହାନ୍ତି ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାର୍ଥୀ ପରିଷଦ ବିଷୟରେ ବୁଝାଇବା ସହ ମହାବିଦ୍ୟାଳୟ କ୍ୟାମ୍ପସ ଶାଖା ଗଠନ ପାଇଁ କହିଥିଲେ। ଏଥିରେ ବହୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ l