ଆମ୍ ଆଦମୀ ପାର୍ଟିର ସଦସ୍ୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗାଁ କୁ ଚାଲ ଅଭିଯାନ

IMG-20230906-WA0059
Share

ଆମ୍ ଆଦମୀ ପାର୍ଟିର ସଦସ୍ୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗାଁ କୁ ଚାଲ ଅଭିଯାନ

ପଦ୍ମପୁର ନିର୍ବାଚନ ମଣ୍ଡଳୀ ଆମ୍ ଆଦମୀ ପାର୍ଟି ପକ୍ଷରୁ ସଦସ୍ୟତା ଅଭିଯାନ ର ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଆମ୍ ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ବାଲ୍ମିକୀ ନାଏକ ପାଇକମାଳ ବ୍ଲକ୍ ସଭାପତି ହାରଧନ ବରିହା ସମ୍ପାଦକ ତ୍ରିନାତ୍ ସାହୁ ଓ ଝାରବନ୍ଧ ବ୍ଲକ୍ ସଭାପତି ଭଗବାନ ବେହେର ସେତ୍ କୁମାର ପଟେଲ ସୀତା ରାମ ନାୟକ ଓ କୋର୍ କମିଟି ଅଜୟ ନାଗ ରୋହିତ ବାରିକ ରାକେଶ ସେଟ ତ୍ରିଲୋଚନ ସାହୁ ପ୍ରଳଦ ଗୁପ୍ତା ଗଣେଶ ମନୋଜ କୁମାର ପ୍ରଧାନ ଭାସ୍କର ପଟେଲ ଭଗବାନ୍ ପାଣ୍ଡେ ଲୋକନାଥ ବାରିକ ମିନିକେତ କରେ 42 ଟି ପଞ୍ଚାୟତ ସଭାପତି ଏହି ବୈଠକରେ ଉପସ୍ଥିତ ଥିଲେ

You may have missed