April 30, 2026

ଉମରକୋଟ ଭାରତୀୟ ଜୀବନ ବିମା ନିଗମ ର ୬୮ତମ ପ୍ରତଷ୍ଠା ଦିବସ ପାଳିତ।

IMG-20230902-WA0016
Share

ଉମରକୋଟ ଭାରତୀୟ ଜୀବନ ବିମା ନିଗମ ର ୬୮ତମ ପ୍ରତଷ୍ଠା ଦିବସ ପାଳିତ।ଉମରକୋଟ ଭାରତୀୟ ଜୀବନ ବିମା ନିଗମ ର ୬୮ତମ ପ୍ରତଷ୍ଠା ଦିବସ ପାଳିତ।

(ଉମରକୋଟ ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ:- ଭାରତୀୟ ଜୀବନ ବୀମା ନିଗମ ର ୬୭ତମ ପ୍ରତଷ୍ଠା ଦିବସ ଉମରକୋଟ ସେଟ୍ ଲାଇଟ ଅଫିସ ରେ ପାଳନ କରାଯାଇଥିଲା।ଏହି ପ୍ରତିଷ୍ଠା ଦିବସ ରେ ମୁଖ୍ୟ ଅତଥିଭାବେ ଉମରକୋଟ SDPO ଶ୍ରୀମତୀ ମଧୁସିକ୍ତା ମିଶ୍ର ଯୋଗ ଦେଇଥିଲେ। LIC ଅଫିସ୍ ର B.M ଶ୍ରୀ ତୁଳସୀ ରାମ ମାଝୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ। SDPO ଶ୍ରୀମତୀ ମଧୁସିକ୍ତା ମିଶ୍ର ପ୍ରଦୀପ ପ୍ରଜ୍ବଳନ କରିବା ପରେ LIC ର ନିଗମ୍ ଗୀତ ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଏହି ସଭା ରେ ଉମରକୋଟ କାର୍ଯ୍ୟାଳୟ ର ନିଷ୍ଠାବାନ କର୍ମଚାରୀ ତଥା ରାଜେନ୍ଦ୍ର, କାଳିଆ, ମନ ଧର, ଶିବ ପ୍ରସାଦ ବାଉରୀ,ବନ୍ ଜିତ୍ ମଜୁମଦାର ତଥା ଶାଖା ପରିଚାଳକ ଶ୍ରୀ ମାଝୀ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ମିଶ୍ର ତାଙ୍କ ବକ୍ତବ୍ୟ ରେ କହିଥିଲ ୬୭ବର୍ଷ ହେଲା LIC ନିଷ୍ଠା ର ସହ କାମ କରି ଆସୁଛି। ଶାଖା ପରିଚାଳକ ଶ୍ରୀ ମାଝୀ ନିଜ ବକ୍ତବ୍ୟ ରେ କହିଥିଲେ ଯେ LIC ହେଉଛି ପ୍ରତେକ ମଣିଷ ର ସୁଖ ଦୁଃଖର ସାଥୀ ଏବଂ ଭାରତ ର ପ୍ରତେ କ ପରିବାର କୁ ଯେମିତି LIC ର ସୁରକ୍ଷା କବଚ ରହିବ ସେଥି ପ୍ରତି ଅଭିକର୍ତା ବନ୍ଧୁ ମାନଙ୍କୁ ବୁଝେଇ ଥିଲେ। ଏହି ଅବସର ରେ ଉମରକୋଟ କାର୍ଯ୍ୟଳୟ ର ଡି.ଓ. ତଥା ଅଭି କର୍ତା ଅମିତ୍ କୁମାର ବିଷ୍ଣୁ, କାହୁଁ ଚରଣ ପାଣଗ୍ରାହୀ, ତପନ ପାଲ୍ ଏବଂ ଅଭି କର୍ତ୍ତା ସଂଜିତ୍ ବିଶ୍ୱାସ, ଏମ୍.ଦୀନା°ଶୁ ଆଚାରୀ, ପତିତବାବନ୍ ରାୟ,ତିସର୍ କାନ୍ତି ମଣ୍ଡଳ,ପ୍ରଭାତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ SDPO ଶ୍ରୀମତୀ ମଧିଶିକ୍ତା ମିଶ୍ର ଙ୍କୁ ସମ୍ମାନିତ କରାଯାଇଥିଲା।