August 26, 2026

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ଅକାଳ ମୃତ୍ୟୁ ରେ ମୋହନା ଗୋଷ୍ଟି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ଶୋକ ସଭା ଅନୁଷ୍ଠିତ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ଅକାଳ ମୃତ୍ୟୁ ରେ ମୋହନା ଗୋଷ୍ଟି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ଶୋକ ସଭା ଅନୁଷ୍ଠିତ
Share

ଗଜପତି ଜିଲ୍ଲା ମୋହନା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଆଜି ଗୋଷ୍ଠି ଶିକ୍ଷା ଅଧିକାରୀ ଦେବଦାସ ତମରାପୁ ଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଉପସ୍ଥିତ ସମସ୍ତ କର୍ମଚାରୀ ଏକ ମିନିଟ ନିରବ ପ୍ରାର୍ଥନା କରିବା ସହ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୋଲିସ ଏ ଏସ ଆଇ ଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିବାରୁ ତାଙ୍କ ଗୁଣ ଗାନ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଆତ୍ମା ଶାନ୍ତି ପାଉ ବୋଲି ପ୍ରାର୍ଥନା କରିବା ସଙ୍ଗେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଠାକୁର ପରିବାରକୁ ଧର୍ଯ୍ୟ ଦିଅନ୍ତୁ ବୋଲି ଡାକିଥିଲେ।

You may have missed