ଖବର ଉପାନ୍ତ ଓଡିଶା ସମାଚାର ରାଜଭବନ ପରିସରରେ କଳିଙ୍ଗ ଅତିଥି ନିବାସର ଭିତ୍ତିପ୍ରସ୍ତର ସ୍ଥାପନ upanta odisha July 26, 2023 Shareରାଜଭବନ ପରିସରରେ କଳିଙ୍ଗ ଅତିଥି ନିବାସର ଭିତ୍ତିପ୍ରସ୍ତର ସ୍ଥାପନ । ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ Post Navigation Previous ପାଳିତ ହେଲା ବିଶ୍ଵ ଜଳ ବୁଡି ନିରୋଧ ଦିବସ*Next ଖବର ଆଜିର More Stories ଖବର ଉପାନ୍ତ ଓଡିଶା ସମାଚାର ନୀତି, ନୈତିକତା ଓ ମୂଲ୍ୟବୋଧ ହରାଇ ବସିଲାଣି ଗଣମାଧ୍ୟମ ଭାରତ ସାମ୍ୱାଦିକଙ୍କ ପାଇଁ ସବୁଠାରୁ ବିପଜ୍ଜନକ ଦେଶ ମଇ 3 ବିଶ୍ଵ ପ୍ରେସ୍ ଦିବସ ଅବସରରେ upanta odisha April 30, 2026 ଖବର ଉପାନ୍ତ ଓଡିଶା ସମାଚାର ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ -୨୦୨୬ ଅନୁଷ୍ଠିତ upanta odisha April 30, 2026 ଖବର ଉପାନ୍ତ ଓଡିଶା ସମାଚାର ଆଜିର ରାଶିଫଳ.. upanta odisha April 30, 2026