April 26, 2026

ବୋଲେରୋ ଗାଡି ସହ ୧୫୦କେଜି ଗଞ୍ଜେଇ ଜବତ ଆସାମୀ ଗାଡି ଛାଡି ଫେରାର

bd380c93-2e62-445c-b75a-f43e6240a2f8
Share

——ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବନ୍ଧାଗୁଡା ରାସ୍ତାରେ ଏକ ବୋଲେରୋ ଯିବା ସମୟରେ ମୋହନା ପୋଲିସ ସେହି ରାସ୍ତାରେ ପେଟ୍ରୋଲିଂ କରିବା ସମୟରେ ସେହି ଗାଡ଼ିରେ ୧୫୦କିଲୋ ଗଞ୍ଜେଇ ନେବା ସମୟରେ ପୋଲିସ ଅଟକାଇ ତଦନ୍ତ କରିବାକୁ ଯିବା ସମୟରେ ଆସାମୀ ଗାଡିକୁ ଛାଡି ଫେରାର ହୋଇଥିବା ଜଣାପଡିଛି।ଗାଡି ନମ୍ବର OR-05AQ -3937 ବୋଲେରୋ ଜବତ କରି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ତଦନ୍ତ କରୁଥିବା ବେଳେ ଥାନା କେସ ନମ୍ବର 95/26.6.23 NDPS ଧାରାରେ ତଦନ୍ତ କରୁଥିବା ପ୍ରକାଶ।