March 7, 2026

ଅବସର ନେଲେ ଗ୍ରନ୍ଥାଗାର କର୍ମଚ଼ାରୀ ରଙ୍କନିଧି ଭୂୟାଁ

IMG-20250731-WA0039
Share

ବୁଗୁଡ଼ା /୩୧/୦୭/: ପିପୁଲସ କଲେଜ ବୁଗୁଡ଼ାର ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅବସର କାଳୀନ ବିଦାୟ ସମ୍ମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମଞ୍ଚରେ ଥିଲେ ଉପାଧ୍ୟକ୍ଷ ହରେକୃଷ୍ଣ ନାୟକ , ଡ.ହିମାଂଶୁ ରଥ ,ଶ୍ରୀମତୀ ରଶ୍ମିତା ମିଶ୍ର ,ଶ୍ରୀ ଚିନ୍ମୟ ପଣ୍ଡା।ଗ୍ରନ୍ଥାଗାରର ଚତୁର୍ଥ ଶ୍ରେଣୀ କର୍ମଚାରୀ ରଙ୍କନିଧି ଭୂୟାଁଙ୍କ କର୍ମମୟ ଜୀବନର ସ୍ମୃତି ଚାରଣା କରି ଅଧାପକ ,ଅଧ୍ୟାପିକାମାନେ ବକ୍ତବ୍ୟ ରଖିଥିଲେ ।