March 7, 2026

ଗଣମାଧ୍ୟମରେ ବିଧାୟକଙ୍କ କଟୁ ମନ୍ତବ୍ୟକୁ ନେଇ,ବିଜେପି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ….

IMG-20240531-WA0007
Share


ଗଣମାଧ୍ୟମକରେ କଟୁ ମନ୍ତବ୍ୟ ଦେଇ ହରଡ଼ ଘଣାରେ ପାରାଦ୍ଵୀପ ବିଧାୟକ।ତେବେ କିଛି ଦିନ ତଳେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ବିଧାୟକ ସମ୍ବିତ ରାଉତରାୟ ଗଣମାଧ୍ୟମ ଜରିଆରେ କିଛି କଥା କଟା କଟିକୁ ନେଇ ବିଜେପି ବାଲାଙ୍କୁ ଘରେ ଘରେ ପଶି ବାନ୍ଧିବୁ ବୋଲି କହିଥିବା ବେଳେ ଭୟଭିତ୍ ହୋଇ ବିଜେପି କର୍ମୀ ତଥା ବରିଷ୍ଠ ଯୁବ ଆଇନଜିବୀ ଗତିକୃଷ୍ଣ ଶତପଥୀ ସ୍ଥାନୀୟ କୁଜଙ୍ଗ ଥାନାରେ ଆଜି ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ଏସ୍ପି ଓ ନିର୍ବାଚନ କମିଶନଙ୍କ ନିକଟକୁ ମେଲ୍ ଜରିଆରେ ଅଭିଯୋଗ କରିବା ସହ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )