March 8, 2026

ବାପା ଓ ଜେଜେ ମାଙ୍କ ମାଡରେ ୬ ବର୍ଷର ଛୁଆ ଓ ମା ଗୁରୁତର 

IMG-20260131-WA0024
Share

ବାଲେଶ୍ବର ( ଦେବାଶିଷ ଦାଶ )

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍ ଅର୍ନ୍ତଗତ କଚୁଆଡି ପଞ୍ଚାୟତର କଟିସାହି ଗ୍ରାମର ସରୋଜ କୁମାର ପାତ୍ର ଙ୍କର ୬ ବର୍ଷର ଛୁଆ ଓ ମାକୁ ନିସ୍ତୁକ ମାଡ଼ ମାରିବାରୁ ଗୁରୁତର ଅବସ୍ଥାରେ ମା ଓ ଛୁଆ ଜଳେଶ୍ୱର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି,

ସୂଚନା ଅନୁସାରେ,କମର୍ଦ l ଥାନା ଅନ୍ତର୍ଗତ କଟିସାହି ଗ୍ରାମରେ ସରୋଜ ପାତ୍ର ନିଜ ସ୍ତ୍ରୀ ଓ଼ ପିଲାଙ୍କୁ ଦୀର୍ଘ ବର୍ଷ ଧରି ନିର୍ଯ୍ୟାତନା ଦେଉ ଥିଲେ, କବେଳ ସ୍ୱାମୀ ନୁହେଁ ଶାଶୁ, ନଣନ୍ଦ ଓ଼ ନଣନ୍ଦେଇ ମଧ୍ୟ୍ୟ ନିର୍ଯ୍ୟାତନା ଦେଉ ଥିଲେ, ଯାହାର ଭିଡିଓ ମୋବଇଲ ରୁ ମୋବଇଲ ଭାଇରଲ ହେଉଛି,ଦୀର୍ଘ ଦିନ ଧରି ପୁଞ୍ଜି ଭୁତ ଅସନ୍ତୋଷ ଗ୍ରାମବାସୀ ଓ଼ shg ମହିଳା ମାନେ ସହ୍ୟ ନ କରି ଆଜି ସରୋଜ ଘରକୁ ଯାଇ ଥିଲେ, ସରୋଜ ଓ଼ ଶାଶୁ ବିଶେଷ ସୂତ୍ରରୁ ଖବର ପାଇ ଫେରାର ଥିଲା ବେଳେ ନଣନ୍ଦ ନଣନ୍ଦେଇ ଘରୁ ଘସାରି ଆଣି ପୋଲିସ ରେ ଜିମା ଦେଇ ଥିଲେ, କମର୍ଦା ପୋଲିସ କାଟିସାହି ଗ୍ରାମରେ ପହଂଚି 4 ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି.