ପଲ୍ଲୀରେ ପ୍ରସାସନ ବେଗୁନିଆ ବ୍ଲକ ସରକାରଙ୍କ ତରଫରୁ ଚାଳିଥିବାପ୍ରତ୍ୟେକ ପଞ୍ଚାୟତ ପଲ୍ଲୀରୁ ପ୍ରସାସନ ସେବା ସମାଧାନ ସଚେତନତାକୁ ନେଇ ଜନ ଅଭିଯୋଗ ଶୁଣାଣି ଶିବିର ବେଗୁନିଆ
ପଲ୍ଲୀରେ ପ୍ରସାସନ ବେଗୁନିଆ ବ୍ଲକ ସରକାରଙ୍କ ତରଫରୁ ଚାଳିଥିବାପ୍ରତ୍ୟେକ ପଞ୍ଚାୟତ ପଲ୍ଲୀରୁ ପ୍ରସାସନ ସେବା ସମାଧାନ ସଚେତନତାକୁ ନେଇ ଜନ ଅଭିଯୋଗ ଶୁଣାଣି ଶିବିର ବେଗୁନିଆ ପଞ୍ଚାୟତରେଅନୁଷ୍ଠିତ ହୋଯାଇଅଛିସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ଗୋଷ୍ଠି ଉନ୍ନୟନ୍ନ ଅଧୀକାରୀ ସନ୍ତୋସ କୁମାର ଜେନା,ତହସିଲିଦାର ତାପସ ବିଷି,ସିଡିପି, ସିଡିପିଓ ବିନୋଦିନି ପଣ୍ଡା,ସହକାରୀ ନିର୍ବାହୀ ଯନ୍ତ୍ରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧୀକାରୀ ସୁବାସ ଆଚାର୍ଯ୍ୟ, ବ୍ଲକ କୃଷୀ ଅଧୀକାରୀଶ୍ରୀମତି ନାଜନୀନ୍ କୋଉସର୍ ସହକାରୀ କୃଷୀଅଧୀକାରୀ ଶୁଭମ୍ କୁମାର ରାଉଲ,ସହକାରୀ ପ୍ରାଣୀଚିକିତ୍ସକ ସୁବାସିନି ବେହେରା, ଉଦ୍ୟାନ ବିଭାଗର ବ୍ଳକ ଅଧୀକାରୀ ଚନ୍ମୟୀ ପ୍ରଧାନ, ସରପଞ୍ଚ ସତ୍ୟ ନାରାୟଣ ପ୍ରଧାନ ଓ ପ୍ରତ୍ୟେକ ବିଭାଗର କର୍ମଚାରୀ ଉପସ୍ଥିତ ରହିଅଭିଯୋଗ ଗ୍ରହଣ କରିଥିଲେ ପ୍ରତ୍ୟେକ ବିଭାଗର ଷ୍ଟଲମାନ ଖୋଲି ଲୋକମାନଙ୍କୁସଚେତନତା ର ବାର୍ତ୍ତା ବାଣ୍ଟିଥିଲେ ରିପୋର୍ଟର ମାନସ ରଞ୍ଜନ କର
