September 12, 2026

ହାଟଡିହୀ ବ୍ଲକ ଢେଙ୍କା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

IMG-20231129-WA0060
Share

ହାଟଡିହୀ ବ୍ଲକ ଢେଙ୍କା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

 

ହାଟଡିହୀ ବ୍ଲକ ଢେଙ୍କା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି ।ତହସିଲଦାର ହାବିଲ ଖାକା ଉଦ୍ଘାଟନ କରିଥିଲେ ।କେଶବ ଚନ୍ଦ୍ର କର ପରିଚାଳନା କରିଥିଲେ ।ରବିନ୍ଦ୍ର କୁମାର ନାୟକ ସଂଯୋଜକ ଥିଲେ ।ସୋସୋ ଥାନା ଆଇଆଇସି ବିଜୟ କୁମାର ବିହାରୀ,ପ୍ରମୋଦ କୁମାର ନାୟକ , ସ୍ନେହଲତ ମହାରଣା ଓ ପ୍ରଧାନ ଶିକ୍ଷକ ମାନସିଂହ ମୁର୍ମୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।          କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।