March 10, 2026

ବିଶ୍ୱ ପର୍ଯଟନ ଦିବସ ଅବସର ରେ ଗୁଲମୀ ଠାରେ ସ୍ୱଛତା ହିଁ ସେବା ଅଭିଯାନ ଅନୁଷ୍ଠିତ

IMG-20250930-WA0215
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଛତର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ୁମାଯୋଡି ଗ୍ରାମ ରେ ଥିବା ଗୁଲମୀ ଠାରେ ବିଶ୍ୱ ପର୍ଯଟନ ଦିବସ ପାଳିତ ହୋଇଯାଇଛି. ଏହି ଅବସର ରେ ସ୍ୱଚ୍ଛତା ହିଁ ସେବା ସମ୍ପର୍କ ରେ ଗ୍ରାମ ବାସୀଙ୍କୁ ସ୍ୱଚ୍ଛ ଭାରତ ମିଶନ ର ବ୍ଲକ ରିସିର୍ଚ୍ଚ କୋର୍ଡିନେଟର ଶ୍ରୀ ଭାସ୍କର ପଟ୍ଟନାୟକ ସଚେତନ କରିଥିବାର ବେଳେ ଗୋଷ୍ଟି ଉନ୍ନୟନ ଅଧିକାରୀ ସନ୍ଧ୍ୟା ସମରଥ ଓ ବ୍ଲକ ଉପାଧ୍ୟାକ୍ଷ ତପନ ପାଣିଗ୍ରାହୀ ଯୋଗ ଦେଇ ପ୍ଲାଷ୍ଟିକ ବ୍ୟବହାର କରନ୍ତୁ ନାହିଁ ପରିବେଶ କୁ ସ୍ୱଚ୍ଛ ରଖିବା ପାଇଁ ପରାମର୍ଶପ୍ରଦାନ କରିଥିବାର ଜଣାଯାଇଛି I ଗତ ଶନିବାର ଆୟଜିତ ଏହି କାର୍ଯକ୍ରୋମରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠି. ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ସମୟ ମାରାଣ୍ଡି. ସରପଞ୍ଚ ତ୍ରିନାଥ ମାଝୀ. ସମିତି ସଭ୍ୟ ଗୁରନାଥ ହରିଜନ.ଗୌରାଙ୍ଗ ଚରଣ,ଯୋଗାଣ ସହାୟକ ମନମୋହନ ରାଉତ. ଗିରିଶ ପାଢ଼ୀ. ଚିନୁ ମହାପାତ୍ର. ବିଶ୍ୱ ତ୍ରିପାଠୀ.ପ୍ରମୁଖ ଏହି କାର୍ଯକ୍ରମ ରେ ସାମିଲ ଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.