TPWODL CSR ତରଫରୁ ଫୂଟବଲ ଟୁର୍ନାମେଣ୍ଟ
ବରଗଡ,ସୁରେନ୍ଦ୍ର କଠାର
ଅତାବିରା ବ୍ଲକ ଅଧିନ ଜାଂଗେଡ ଖେଳ ପଡିଆରେ ଫୁଟବଲ ଟୁଣ୍ଟାମେଣ୍ଟ ଅନୁଷ୍ଠିତ ହୋଇ ଥିଲା ଏଥିରେ ଲହଣ୍ଡା,ଲସ୍ତଲା,ସିଲାଟ ଓ ଜାଂଗେଡ଼ ଦଳ ଅଂଶ ଗ୍ରହଣ କରିଥିଲେ ଏହି ଖେଳକୁ ପଙ୍କଜ ମିର୍ଦ୍ଧା, କେଶବ ଭୁଏ, ସୁରେନ୍ଦ୍ର ସାହୁ ପରିଚାଳନା କରି ଥିଲେ ଫାଇନାଲ ରେ ଲହଣ୍ଡା ଦଳ ଜାଂଗେଡ଼ ଦଳ କୁ 1:0 ଗୋଲ ରେ ପରାସ୍ତ କରି ବିଜୟୀ ହୋଇ ଥିଲେ ଏଥିରେ ମୁଖ୍ୟ ଅତିଥି ଭାବେ TPWODL CSR ର ମୁଖ୍ୟ ଶ୍ରୀମତୀ ଅରୁଣା ମାରାଣ୍ଡି ଏବଂ ସମ୍ମାନିତ ଅତିଥି ଭାବେ ଜାଂଗେଡ଼ ଗ୍ରାମପଞ୍ଚାୟତ ର PEO ଅକ୍ଷୟ କୁମାର ସାହୁ ଓ TPWODL ଅତାବିରା ର SDO ଓ ତାଙ୍କ ସହଯୋଗୀ ମାନେ ଓ TPWODL CSR ଟିମ,ଖେଳାଳି ମାନଙ୍କୁ ପ୍ରସହିତ କରି ଥିଲେ ଓ ଶିବୁ ଆଚାର୍ଯ୍ୟ, ରୁଦ୍ର ପ୍ରସଦ ଗୁରୁ,
ମୁନା ନାଏକ ,ସୁଦାମ ଭୁଏ ଗୁଣନିଧି ଭୋଇ, ରାଜତ ନାଏକ ଏଥିରେ ସହଯୋଗ କରି ଥିଲେ
