June 20, 2026

ଘରୁ ମିଳିଲାଣି ନଗଦ ସାଢେ ଦୁଇ କୋଟି ,,

IMG-20250530-WA0050
Share

ଭୁବନେଶ୍ୱର ( ଦେବାଶିଷ ଦାଶ )

RW ଡିଭିଜନ ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲାଣି ନଗଦ ୨.୫୧ କୋଟି ଟଙ୍କା

ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ମିଳିଲାଣି ୨.୫୧ କୋଟି ଟଙ୍କା

ପ୍ରେସମିଟ୍‌ରେ ସୂଚନା ଦେଲେ ଭିଜିଲାନ୍ସ ନିର୍ଦ୍ଦେଶକ

ଅନୁଗୁଳ ଘରୁ ୧.୩ କୋଟି, ଭୁବନେଶ୍ବର ଘରୁ ୧.୨୧ କୋଟି ଜବତ

ସକାଳେ ୨ କୋଟି ମିଳିଥିଲା, ଏବେ ଆଉ ୫୦ ଲକ୍ଷ ଟଙ୍କା ମିଳିଛି

ମୁଖ୍ୟଯନ୍ତ୍ରୀଙ୍କର ଅନୁଗୁଳରେ ୨ଟି ବହୁତଳ କୋଠା ଅଛି

ଭୁବନେଶ୍ବର ଓ ପିପିଲିରେ ୨ଟି ଫ୍ଲାଟ୍ ଓ ୭ଟି ପ୍ଲଟ୍ ଅଛି

ଅନୁଗୁଳରେ ୩ଟି ଓ ପିପିଲିରେ ୪ଟି ପ୍ଲଟ୍ ଅଛି

ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଜମା ଠାବ ହୋଇଛି

ସେୟାର ମାର୍କେଟରେ ୨.୭ କୋଟିର ଇନ୍‌ଭେଷ୍ଟ କରିଛନ୍ତି

ମୁଖ୍ୟଯନ୍ତ୍ରୀ ଆସନ୍ତାକାଲି ଚାକିରିରୁ ଅବସର ନେଇଥାଆନ୍ତେ

ଭିଜିଲାନ୍ସକୁ ଦେଖି ଝରକା ପଟେ ଫିଙ୍ଗି ଦେଇଥିଲେ ବିଡ଼ାବିଡା ଟଙ୍କା.

You may have missed