September 29, 2024

ମାଟ୍ରିକ ପରୀକ୍ଷାରେ ୫୩୬ ମାର୍କ ରଖି ବ୍ରହ୍ମଗିରି ବ୍ଲକରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ସ୍ୱୟମ ପ୍ରସାଦ ….

Share

ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ବ୍ରହ୍ମଗିରି ଉଚ୍ଚ ଇଂରାଜୀ ବିଦ୍ୟାଳୟ ର ଛାତ୍ର ସ୍ୱୟମ ପ୍ରସାଦ ପରିଡା ୫୩୬ମାର୍କ ରଖି ବ୍ଲକରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି l ସ୍ୱୟମଙ୍କ ବାପା ରବୀନ୍ଦ୍ର ପରିଡା, ମା ମମତା ପରିଡା, ଖୁଡି ପ୍ରିୟଦର୍ଶିନୀ ପରିଡା ଓ ଭଉଣୀ ସିକୃତି ସଂପୂର୍ଣ୍ଣା ପରିଡା ସ୍ୱୟଂମଙ୍କ ଏଭଳି ସଫଳତା ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)