July 1, 2024
Share

 

୧-ରାଜ୍ୟରେ ଥିବା ୧ ହଜାର ୩୯ଟି ମହାବିଦ୍ୟାଳୟରେ ଯୁକ୍ତ ୩ ଶ୍ରେଣୀରେ ନାମଲେଖା ନିମନ୍ତେ ଆସନ୍ତା ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

୨-ଜୁନ୍ ରୁ ଯୁକ୍ତ ଦୁଇ ପାଇଁ ନାମଲେଖା ପାଇଁ ଆବେଦନ:ମାପଦଣ୍ଡ ପ୍ରସ୍ତୁତ କରୁଛି ନିର୍ଦ୍ଦେଶାଳୟ।

୩-ଅସହ୍ୟ ଖରା, ଗୁଳୁଗୁଳି ନେଇ ସତର୍କ କରାଇଲେ SRC, ସ୍ବାସ୍ଥ୍ୟ ସଚିବ ଏବଂ ସବୁ ଜିଲ୍ଲାପାଳଙ୍କୁ ଚିଠି, ଅଂଶୁଘାତ ମୁକାବିଲା ଲାଗି ପଦକ୍ଷେପ ନେବାକୁ ପରାମର୍ଶ।

୪-ଭୁବନେଶ୍ୱର: ସୀମା ଟପୁଛି ସମାଲୋଚନା; ଭାଷଣରେ ରହୁନି ଶାଳୀନତା ଓ ସଂଯମତା।କାଟୁ କରୁନି CEOଙ୍କ ନିର୍ଦ୍ଦେଶ, ହେଉନି କାର୍ଯ୍ୟାନୁଷ୍ଠାନ।

୫-ଭଲ ବନ୍ଧୁ କେବେ ପବ୍ଲିକରେ ସ୍ୱାସ୍ଥ୍ୟ ବିଷୟ ପଚାରେ ନାହିଁ,ମୋଦୀ ନୁହଁନ୍ତି ଭଲ ବନ୍ଧୁ – ନବୀନ

୬-ଯୁବବର୍ଗ ମୋ ଅସମ୍ମାନର ଉଚିତ ଜବାବ ୧ ତାରିଖ ଭୋଟ ମାଧ୍ୟମରେ ଦେବେ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୭-ପ୍ରଚାରର ଗିୟର ବଢ଼ାଇଲେ ପାଣ୍ଡିଆନ: ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅପିଲ୍ । କହିଲେ, ବିଜେଡି ପାଖରେ ରହିଛି ସବୁକାମର ହିସାବ।

୮-ପୁରୀ:ବାଣ ଫୁଟାଇବା ବେଳେ ଅଘଟଣ – ୨୦ ଆହତ, ୮ ଗୁରୁତର।

୯-ଭୁବନେଶ୍ୱର:ଥାନା ପିଛା ୪୦ ହଜାର,ମିଳୁନି ଚା’ ପାଣି, ଟଙ୍କା କୁଆଡେ ଯାଉଛି ଜଣା ନାହିଁ।

୧୦-ଭୁବନେଶ୍ୱର: ଠକେଇର ଶିକାର ରିଅଲ ଇଷ୍ଟେଟ ବ୍ୟବସାୟୀ, ଟ୍ରେଡିଂ ନାଁରେ ପୋଛି ନେଲେ ୧୩ ଲକ୍ଷ।

୧୧-ଉଦଳା:ଜମିଜମା ଗଣ୍ଡଗୋଳକୁ ନେଇ ଅଭାବନୀୟ ଘଟଣା, ଆଇଆଇସି ଓ ଏସଡିପିଓଙ୍କୁ ନିର୍ଘାତ ମାଡ଼।

୧୨-CMOରେ କାର୍ଯ୍ୟରତ IPSଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିୟାନ।

୧୩-ବ୍ରହ୍ମପୁର,ନିମପୋଲି ଗାଁ:୨ ଲକ୍ଷ ଟଙ୍କା ପାଇଁ ବଧୂହତ୍ୟା ଅଭିଯୋଗ,ସ୍ବାମୀକୁ ଅଟକ ରଖି ପୋଲିସର ପଚରାଉଚରା।

୧୪-ଜିଲ୍ଲାପାଳଙ୍କ ତ୍ଵରିତ କାର୍ଯ୍ୟାନୁଷ୍ଠାନ, ଯାଜପୁର ଜିଲ୍ଳାରେ ୭୮ ଘଣ୍ଟା ପୂର୍ବରୁ ବନ୍ଦ ହେଲା ମଦ ଦୋକାନ ଓ ବାର।

୧୫-ଓଡ଼ିଶା ଉପକୂଳରୁ ରୁଦ୍ରମ୍ -୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ।

୧୬-୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ, ଜୁନ ୧ରୁ କାଳବୈଶାଖୀ ବର୍ଷା !

୧୭-ବିଜେପି ପାଇଁ ମାରାଥନ ପ୍ରଚାର କଲେ ପ୍ରଧାନମନ୍ତ୍ରୀ: ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜନସଭାରେ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ୍।

୧୮-ନୂଆଦିଲ୍ଲୀ : ତାପମାତ୍ରାରେ ସର୍ବକାଳୀନ ରେକର୍ଡ କଲା ଦିଲ୍ଲୀ। ବୁଧବାର ଦିଲ୍ଲୀର ତାପମାତ୍ରା ୫୨.୩ ଡିଗ୍ରୀ ରେକର୍ଡ ।

୧୯-ଆଜି ବାଲେଶ୍ଵର ଆସୁଛନ୍ତି ରାହୁଲ, ସଂଧ୍ୟା ୫ଟାରେ ସରିବ ଅନ୍ତିମ ପର୍ଯ୍ୟାୟ ପ୍ରଚାର।

୨୦-ମୋଦିଙ୍କ କନ୍ୟାକୁମାରୀ ଧ୍ୟାନ କାର୍ଯ୍ୟକ୍ରମ: କଂଗ୍ରେସ କହିଲା ECଙ୍କୁ କରିବୁ ଅଭିଯୋଗ।

୨୧-ଭୟଙ୍କର ହେଉଛି ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ । ରାଫାରେ ରାତିଅଧିଆ ଏୟାରଷ୍ଟ୍ରାଇକ୍, ୪୫ରୁ ଅଧିକ ନିହତ

୨୨-ଭୂକମ୍ପ ଝଟକାରେ ଥରିଲା ମିଆଁମାର : ରିକ୍ଟର ସ୍କେଲରେ ତୀବ୍ରତା ୫.୬ ରେକର୍ଡ।

*🙏 ସୁପ୍ରଭାତ 🙏*

You may have missed