ଉମରକୋଟ ବ୍ଲକରେ ନବୀନ।ଙ୍କ ଧୁଆ ଧାର ନିର୍ବାଚନୀ ପ୍ରଚାର……
ଉମରକୋଟ:- ଉମରକୋଟ ବିଧାନସଭା ର ବିଜେଡି ର ପ।ର୍ଥିନୀ ନବିନ। ନାୟକ ପ୍ରଥମ ଥର ପାଇଁ ଆଜି ଉମରକୋଟ ବ୍ଲକରେ ନିର୍ବାଚନୀ ପ୍ରଚାର କୁ ଜୋରଦାର ଭାବେ ଆରମ୍ଭ କରି ଦେଇଛନ୍ତି। ଆଜି ନବୀନ। ବୁର୍ଜା ଗ୍ରାମ ପଞ୍ଚାୟତ ର ଗୁଡ଼ିପଦର୍ , କୁର୍ସୀ ଗ୍ରାମ ପଞ୍ଚାୟତ ର ଜୁନ।ପ।ଣି, ତହର। ଗ୍ରାମ ପଞ୍ଚାୟତର ରଘୁ ପଦର ଠାରେ ବିଶାଳ ପଦଯାତ୍ରା ସହ ନିର୍ବାଚନୀ ପ୍ରଚାର କରିଥିଲେ। ନବୀନ। ରାଜ୍ୟ ସରକାର ଙ୍କ ସଫଳତା ଉପରେ କହିବା କୁ ଯାଇ ବିଜୁ ସ୍ବାସ୍ଥ୍ୟ କାର୍ଡ ଦ୍ଵାରା ଗରିବ ଲୋକେ ମାଗଣା ରେ ଚିକିତ୍ସା ସୁବିଧା ପାଉ ଥିବା ବେଳେ ବର୍ତ୍ତମାନ ୫ ଟି ରେ ରୂପାନ୍ତ କରଣ,ଏସଡିସି ରେ ରୂପାନ୍ତର କରଣ କାର୍ଯ୍ୟ ଯୋଗୁ ଅଞ୍ଚଳ ରେ ସ୍କୁଲ ହସ୍ପିଟାଲ୍ ଇତ୍ୟାଦି ରେ ବ୍ୟାପକ ବିକାସ ହେଇ ପାରିଛି ବୋଲି କହିଥିଲେ। ଏଥି ସହ ପ୍ରତି ହସ୍ପିଟାଲ ରେ ଡକ୍ଟର ନିଯୁକ୍ତି ହେଇ ଥିବା , ହସ୍ପିଟାଲ ରେ ମାଗଣା ଔଷଧ ମଧ୍ୟ ନବିନ ସରକାର ଦେଉଛନ୍ତି ବୋଲି ନବିନ। ନିଜ ଭାଷଣରେ କହିଥିଲେ।ଆଜି ପ୍ରତି ଗ୍ରାମରେ ପକା ରାସ୍ତା, ପ୍ରତି ବ୍ଲକ୍ ରେ ତହସିଲ କାର୍ଯ୍ୟଳୟ, ଦମକଳ କେନ୍ଦ୍ର ପ୍ରତିଷ୍ଠା ଇତ୍ୟାଦି ନବିନ ସରକାର ଙ୍କ ବିକାଶ
ର ପ୍ରତୀକ ମହାନ୍ତି ବୋଲି କହିବା ସହ ଗରିବ ଆଦିବାସୀ ପିଲା ଉଚ ମ।ନ ର ଶିକ୍ଷା ପାଈଁ ଆଦର୍ଶ ସ୍କୁଲ ଓ ଅନ୍ୱେଷା ଯୋଜନା ଆରମ୍ଭ ହେଇଛି ବୋଲି ନବୀନ।କହିଥିଲେ। ନବିନ ସରକାର କଥାରେ ନୁହେଁ କାର୍ଯ୍ୟ କରି ଦେଖ।ନ୍ତି ବୋଲି କହିବା ସହ ନବିନ ସରକାର ଙ୍କ ଶାସନ କ।ଳ ରେ ଓଡିଶା ର ବିକାଶ ହେଇ ପାରିଛି ଏହା ଜନସାଧାରଣ ଉପଲବ୍ଧ କରୁଛନ୍ତି ବୋଲି ନବୀନ। କହି ଥିଲେ। ନବିନ ସରକାର ଙ୍କ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଥିବା ସମସ୍ତ ଯୋଜନା ଉପରେ ନବୀନ। ଆଲୋକପାତ କରିବା ସହ ଉମରକୋଟ ବିଧାନସଭା ନିର୍ବାଚନୀ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ମୋର ପ୍ର।ଥମିକ କାର୍ଯ୍ୟ ହେବ ବୋଲି ନବିନ। ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଥିଲେ। ତହର। ଠାରେ ୭୦ ରୁ ଉର୍ଦ୍ଧ୍ବ ଓ କୁର୍ସୀ ଠାରେ ୩୫ ରୁ ଉର୍ଦ୍ଧ୍ବ କର୍ମୀ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡି ରେ ଯୋଗଦାନ କରିଥିଲେ। ସମସ୍ତ ଙ୍କୁ ଦଳ ପକ୍ଷରୁ ଉତ୍ତରୀୟ ପ୍ରଦାନ କରାଯାଇ ସ୍ବାଗତ କରା ଯାଇଥିଲା।ଏହି ୩ଟି ନିର୍ବାଚନ ସଭାରେ ଉମରକୋଟ ବ୍ଲକ ବିଜେଡି ସଭାପତି ମନୋଜ କୁମାର ଧଳ ସଭାପତିତ୍ବ କରିଥିବା ବେଳେ ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ଗଣ୍ଡ, ପୁର୍ବତନ ନଗରପାଳ ଝାଡେଶ୍ୱର ମହାନ୍ତି, କାଉନସିଲର ତପନ କୁମାର ଦେବ ନାଥ, ବିର ସିଂ ମାଝୀ, ଭି. ବୁଜି, ବୁର୍ଯା ଗ୍ରାମ ପଞ୍ଚାୟତର ସଭାପତି ପୁରୁଷୋତ୍ତମ ପୁଜାରୀ, ସରପଞ୍ଚ ନିଲେନ୍ଦ୍ରୀ ମାଝୀ, ସମିତି ସଭ୍ୟ ହିର। ଲାଲ ମାଝୀ, କୁର୍ସୀ ଗ୍ରାମ ପଞ୍ଚାୟତ ସରପଂଚ ରତି ରାମ ମାଝୀ, ସମିତି ସଭ୍ୟ ଗଣିକ। ଗୌଡ଼, ପଞ୍ଚାୟତ ସଭାପତି ଶଭ।ର।ମ ମାଝୀ, ତହର। ଗ୍ରାମ ପଞ୍ଚାୟତ ସଭାପତି ଅର୍ଜୁନ। ଜ।ନୀ , ପଞ୍ଚାୟତ ପର୍ଯ୍ୟବେକ୍ଷକ ତ୍ରିନାଥ ମୁଦୁଲି ଓ ଯୁବ ସଭାପତି ଜଳନ୍ଦର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।(ଏମ୍.ଦିନା°ଶୁ ଆଚାରୀ)