April 1, 2025
Share

 

 

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିବ। ଅପ୍ରେଲ ୩ ରୁ ୫ ମଧ୍ୟରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା

 

ସୁଭଦ୍ରା ଯୋଜନା ଦ୍ୱିତୀୟ କିସ୍ତିରେ ମାଗଣା ଟଙ୍କା ପାଇବାରୁ ବାଦ୍ ପଡ଼ିଲେ ୧.୮୩ ଲକ୍ଷରୁ ଅଧିକ ମହିଳା

 

ଜଗତସିଂହପୁରରେ ପ୍ରତିଷ୍ଠା ହେ‌ବ ମେଡିକାଲ କଲେଜ, ଘୋଷଣା କଲେ ସରକାର।

 

ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରବଳ, ହାତେଇଛନ୍ତି ପରିଚୟ ପତ୍ର। ଠାବ କରିବ ଏସଟିଏଫ

 

ଓଡ଼ିଶା ମହିଳା କମିସନ ଅଧ୍ୟକ୍ଷା ପଦବୀ ଖାଲି, ବହୁ ମାମଲା ବିଚାରାଧୀନ

 

ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍, କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଲା ଅନୁମତି

 

କୋରାପୁଟ ତେନ୍ତୁଳିଗୁମ୍ମା ଗ୍ରାମରେ ଶାହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ଅବହେଳିତ, ପରିବାର ଲାଗୁଛନ୍ତି ଦିନମଜୁରୀ।

 

ବିଧାନସଭାରେ ସୂଚନା, ମଦରୁ ୭୭୫୬.୧୪ କୋଟି ଟଙ୍କାର ରାଜସ୍ବ ପାଇଛନ୍ତି ରାଜ୍ୟ ସରକାର

 

ଭିଜିଲାନ୍ସ ଜାଲରେ ଓଡିଶା ଜଳ ଯୋଗାଣ ଏବଂ ସ୍ଵେରେଜ୍ ବୋର୍ଡ ଆସିଷ୍ଟାଣ୍ଟ ମ୍ୟାନେଜର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ

 

ଖୋର୍ଦ୍ଧା ବାଲିଅନ୍ତା ବ୍ଲକ୍‌ ସୁଧଷଡ଼ଙ୍ଗୀ ମୌଜାରେ ୨୦ଲକ୍ଷ ଖର୍ଚ୍ଚରେ ହୋଇଥିବା ବୋରୱେଲ୍‌ ଦୁଇମାସ ନପୁରୁଣୁ ଅଚଳ।

 

ଭୁବନେଶ୍ୱର ପଥରଗାଡ଼ିଆରେ ସରକାରୀ ଜମିରେ ଘର କରି ବିକୁଛନ୍ତି, ଦାମ ୩.୫ଲକ୍ଷ

 

ସମ୍ବଲପୁରରେ ବିଷାକ୍ତ ହେଉଛି ମହାନଦୀ ପାଣି, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଲା ସତର୍କବାଣୀ।

 

ଗଂଜାମ ଭଞ୍ଜନଗରରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

 

ନୂଆପଡ଼ାରେ ବାଇକ୍ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭ ବାଇକ୍ ଜବତ।

 

ବାଲେଶ୍ଵର ଜଳେଶ୍ଵରରେ ଅନୈତିକ ସମ୍ପର୍କ ଅଭିଯୋଗରେ ସବ ଇନ୍ସପେକ୍ଟର ଗିରଫ

 

ଭୁବନେଶ୍ବର ବିମାନ ବନ୍ଦରରୁ ଲଗେଜ୍ ଭିତରୁ ଜୀବନ୍ତ ସାପ, ଗୋଧି, କଇଁଚ ଜବତ।

 

ସୁନ୍ଦରଗଡ କିରେଇ ଗାଁ ସାଥି ରମେଶ ସିଂ ହତ୍ୟାକାଣ୍ଡରେ ମହିଳାଙ୍କୁ ଆଜୀବନ ଜେଲ, ଜ୍ବାଇଁ ନିର୍ଦ୍ଦୋଷରେ ଖଲାସ

 

ସମ୍ବଲପୁର ମଣପୁରମ ଲୁଟ୍‌‌ ଘଟଣାରେ ନୂଆ ଲିଙ୍କ, ୭ ଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ

 

ପୁରୀ ସାକ୍ଷୀଗୋପାଳ ଜୟା ହୋଟେଲ ଖୋଲିବା ପାଇଁ ଅନୁମତି। ଦିଆଯିବ ପୋଲିସ ସୁରକ୍ଷା। ଗାଈମାଂସ ମଟନ ପାଇଁ ହୋଇଥିଲା ବଦନାମ

 

ବାଲେଶ୍ୱରରେ ମାର୍ଚ୍ଚ ୨୯ରେ ପାଳନ ହେଲା ମୁଢି ଦିବସ, ଜିଆଇ ଟ୍ୟାଗ ପାଇଁ ହେଉଛି ଦାବି।

 

ଓଡ଼ିଆ ନୂଆବର୍ଷରୁ ଆରମ୍ଭ ହେବ ଶ୍ରୀ ଜଗନ୍ନାଥଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଓ ଗୁଣ୍ଡିଚା ମନ୍ଦିର ପାଖରେ ରହିବ ସୂଚନା କେନ୍ଦ୍ର, ଲାଗିବ ଏଲସିଡ଼ି ଡିସ୍‌ପ୍ଲେ

 

ଆଗାମୀ ଦୁଇ ବର୍ଷରେ ତୁଟିବ ଜଗନ୍ନାଥଙ୍କ ଜମି ବିବାଦ, ୩ ମାସ ମଧ୍ୟରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି।

 

ଛତିଶଗଡ଼ ରେ ଯବାନଙ୍କ ଗୁଳିରେ ଟଳିଲେ ମାଓ ନେତା ଜଗଦୀଶ ସମେତ ୧୭ ମାଓବାଦୀ

 

ଆଇପିଏଲ କ୍ରିକେଟରେ ପ୍ରସିଦ୍ଧ ଓ ସିରାଜଙ୍କ ବୋଲିଂ ସଫଳତା, ମୁମ୍ବାଇକୁ ହରାଇଲା ଗୁଜୁରାଟ।

 

ଆଇପିଏଲ ରେ ଆଜି ଦିଲ୍ଲୀ -ସନରାଇଜର୍ସ ଏବଂ ରାଜସ୍ଥାନ -ଚେନାଇ ଯୁଗଳ ଲଢେ଼ଇ।

 

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ଘୋଷଣା, ଦୁଇଚକିଆ ଯାନ ସହିତ ଦୁଇଟି ଆଇଏସଆଇ ପ୍ରମାଣିତ ହେଲମେଟ ଯୋଗାଇବା ବାଧ୍ୟତାମୂଳକ

 

ସାଉଦି ଆରବରେ ଇଦ୍‌ର ଚାନ୍ଦ୍। ଭାରତରେ ମାର୍ଚ୍ଚ ୩୧ରେ ପାଳନ ହେବ ଇଦ୍-ଉଲ୍-ଫିତର।

 

ଇଦରେ ବଡ଼ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ସିରିୟାରେ ନିଜ ନାଗରିକଙ୍କୁ ସତର୍କ କଲା ଆମେରିକା।

 

ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ଅପ୍ରେଲ ୧୪ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

 

ମ୍ୟାମାରରେ ପ୍ରକୃତିର କୋପ, ଭୂକମ୍ପରେ ପୁଣି ଦୁଇଥର ଥରିଲା ଦେଶ

 

ମ୍ୟାମାରରେ ମୃତ୍ୟୁର ତାଣ୍ଡବ, ହଜାର ହଜାର ଲୋକ ନିଖୋଜ, ଜନଜୀବନ ବିପର୍ଯ୍ୟସ୍ତ। ଭାରତ ପଠାଇଲା ଫିଲ୍ଡ ହସ୍‌ପିଟାଲ, ୧୧୮ ଜଣିଆ ଡାକ୍ତରୀ ଦଳ ସାମିଲ

 

ଆମେରିକାକୁ ଓଡ଼ିଶାର ଷ୍ଟାର୍ଟଅପ୍ ପଠାଇବ ପ୍ରତିରକ୍ଷା ‌ଡ୍ରୋନ୍

=======================

ଆଜି ଚୈତ୍ର ନବମୀ

ଆଜି ରାଜସ୍ଥାନ ଦିବସ

 

ଆଜି ଜନ୍ମଦିନ: ଦେବୀକା ରାଣୀ ଚୌଧୁରୀ, ରାଜୀବ ରୁଡ଼ି, ପଲକ ମୁଛଲ, ସ୍ୱାମୀ ଯୋଗାନନ୍ଦ, ନୋରା ଜୋନସ

 

ଆଜି ତିରୋଧାନ: ଗୁରୁ ହରକିଶନ, ଆନନ୍ଦ ବକ୍ସି

 

ଇତିହାସରେ ଆଜି ଦିନ: (୧୯୧୯) ଭାରତରେ ରୋଲାଟ ଆଇନକୁ ବିରୋଧ/ (୧୯୪୪) ବୁଲାଗେରିଆ ଉପରେ ମିଳିତ ସେନାର ବୋମାମାଡ/ (୧୯୪୯) ରାଜସ୍ଥାନ ପ୍ରଦେଶ ସ୍ଥାପିତ/ (୧୯୫୯) ଦଲାଇ ଲାମା ଭାରତକୁ ଗୁପ୍ତରେ ଆସିଲେ/ (୧୯୯୨) ସତ୍ୟଜିତ ରାୟ ଓସ୍କାର ପୁରସ୍କାର ପାଇଲେ/ ଫ୍ଲୋରିଡାରେ ପ୍ରାଦେଶିକ ସରକାର ତିଆରି

======================