ନୀଳଗିରି ୟୁଥ ଫେଷ୍ଟ ଉଦଘାଟିତ,,

ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ୱର ଜିଲ୍ଲା ନୀଳଗିରି ରେ ସର୍ବ ବୃହତ ମୋହଉତ୍ସବ କହିଲେ, ନୀଳଗିରି ୟୁଥ ଫେଷ୍ଟ କୁ ବୁଝାଇ ଥାଏ, ଚତୁର୍ଥ ଥର ପାଇଁ,, ଅଂଚଳ ବାସୀଙ୍କର ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ ଶହ ନୀଳଗିରି ଐତିହ୍ୟ ପରମ୍ପରା କୁ ଏକ ଭିନ୍ନ ରଙ୍ଗରେ ରଙ୍ଗୀନ ଝିଲି ମିଳି ଆଲୁଅ, ଓ ରାଜ୍ୟ ତଥା ରାଜ୍ୟ ବାହୀରେ କଳାକାର ଙ୍କର ସଂଗୀତ, ଡାଇଲେକ, ଡ୍ୟାନ୍ସ ରେ ନୀଳଗିରି ସହର ତଥା କେସି ହାଇସ୍କୁଲ ପଡିଆ କମ୍ପି ଉଠିଥିଲା,, ତେଣୁ ଏହି ୟୁଥଫେଷ୍ଟ ଉତ୍ସବ କାର୍ଯ୍ୟକ୍ରମ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଯୋଗୁଁ ଉକ୍ତ ଅଂଚଳ ରେ ଭାଇ ଚାରା ସମ୍ପର୍କ ଶହ ଜିଲ୍ଲା ର କୋଣ ଅନୁକୋଣ ରୁ ଲୋକ ଆସି ବେଶ ଝୁମି ଉଠିଥାନ୍ତି,, ତେଣୁ ଉଦଘାଟନ ଦିବସ ରେ ମୁଖ୍ୟ ଅତିଥି ଡ଼କ୍ଟର ନୀଳାଦ୍ରି ରାୟ (ସହ ନିର୍ଦ୍ଦେଶକ)ଆ ଟି ଆର! ସଂମ୍ମାନିତ ଅତିଥି ଶ୍ରୀ ବିକ୍ରମ କେଶରୀ ପରିଡ଼ା (ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳଗିରି!,, ଶ୍ରୀ ମହେନ୍ଦ୍ର ନାଥ ବେହେରା ଚେୟାର ମେନ୍ (ବିଜ୍ଞାପିତ ଅଞ୍ଚଳ ନୀଳଗିରି!,, ଅତିଥି ଶ୍ରୀ ଅନସୁମାନ ପରିଡ଼ା କାର୍ଯ୍ୟ ନିର୍ବାହୀ ଅଧିକାରୀ ନୀଳଗିରି ବିଜ୍ଞାପିତ ଅଞ୍ଚଳ!,,ମଞ୍ଚ ପରିଚାଳନା ଶ୍ରୀ ରଶ୍ମି ରଞ୍ଜନ ରାଉତ!,, ସଂଯୋଜକ ଶ୍ରୀ ଚନ୍ଦ୍ରବିନ୍ଦୁ ଦାସ (ସ୍ଵାଗତ ଭାଷଣ),,, ଦେବା ଶହ ଶହସଂଯୋଜକ ଶ୍ରୀ ମାନସ ପରିଡ଼ା (ଧନ୍ୟବାଦ ଅର୍ପଣ)! ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ କୁମାର ରାୟ! ମଞ୍ଚାସିନ! ସହ ମାନପତ୍ର ବଣ୍ଟନ ସହଯୋଗ କରିବା ଶହ ତାପସ କୁମାର ପରିଡା ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ! ଏହି କାର୍ଯ୍ୟକ୍ରମ ପାଞ୍ଚଦିନ ଧରି ଅନୁଷ୍ଠିତ ହେବ,