ଆଜିର ଖବର….
୧-ଓଡ଼ିଶାରେ ପୁଣି ବଢ଼ିବ ଆଳୁ ସଂକଟ ! ଜଳେଶ୍ୱରରେ ଅଟକିଲା ଶତାଧିକ ଆଳୁ ବୋଝେଇ ଟ୍ରକ।
୨-ଆଜିଠୁ ଡିଜି ଓ ଆଇଜି ସମ୍ମିଳନୀ: ରାଜଧାନୀକୁ ଜଗିଵେ ୮୫ ପ୍ଲାଟୁନ ଫୋର୍ସ, ଭୁବନେଶ୍ୱରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା।
୩-ଦିଲ୍ଲୀରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା; ଶ୍ରେଷ୍ଠ ପ୍ରଦର୍ଶନ ପାଇଁ‘ଓଡ଼ିଶା ମଣ୍ଡପ’କୁ ମିଳିଲା ରୌପ୍ୟ ପଦକ।
୪-DGP ସମ୍ମୀଳନୀ ପାଇଁ BMC ଅଞ୍ଚଳରେ ଦିନ ୧ଟାରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
୫-ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ନୂଆବର୍ଷରୁ ଭୁବନେଶ୍ବରରୁ ୫ ନୂଆ ସହରକୁ ଉଡ଼ିବ ବିମାନ:ଇନ୍ଦୋର, ଡେରାଡୁନ, ଲକ୍ଷ୍ନୌ, ଜୟପୁର ଓ କୋଚିନକୁ ଉଡିବ ବିମାନ ।
୬-ଭୁବନେଶ୍ୱର:OAS ସ୍ତରରେ ଅଦଳବଦଳ,୧୯ଜଣଙ୍କୁ ମିଳିଲା ନୂଆ ଦାୟିତ୍ବ।
୭-‘ପ୍ରତି ଜିଲ୍ଲାରେ ମୁକ୍ତାକାଶ ଜେଲ ତିଆରି କର’: ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ହାଇକୋର୍ଟ।
୮-କେନ୍ଦ୍ରାପଡ଼ା ସହରରେ ଆଗକୁ ଦେଖାଦେଇପାରେ ଜଳ ସଙ୍କଟ: ଲୁଣାନଦୀ ଶୁଖିଯିବାରୁ ହୋଇପାରେ ଜଳ ଯୋଗାଣରେ ସମସ୍ୟା।
୯-ପୁଣି ଡିସେମ୍ବର ୫ ଯାଏଁ ବଢ଼ିଲା+୨ଫର୍ମପୂରଣ
୧୦-ଖୁସି ଖବର,ବାଇକ୍-ଫ୍ରିଜ୍-ଲ୍ୟାଣ୍ଡଫୋନ୍ ଥିଲେ ବି ମିଳିପାରେ ଆବାସ,ସବୁ ଜିଲ୍ଲାପାଳଙ୍କ ପାଖକୁ ପଠାଗଲା ନୂଆ ଗାଇଡଲାଇନ୍ ।
୧୧-ଭୁବନେଶ୍ୱର:ରାଜ୍ୟରେ ୨୧୦୩ ହାତୀ,ବଢ଼ିଲେ ୫ ମଲେ ୪୮।
୧୨-୧୫ ଦିନରେ ସରିବ ରିଜେକ୍ସନ ଯାଞ୍ଚ; ସୁଭଦ୍ରାକୁ ନେଇ ଆସିଲା ବଡ ଅପଡେଟ୍।
୧୩-ରେଭେନ୍ସାରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳନକୁ ନେଇ ବିବାଦ,୩ ଦିନରେ ସାରିଦେଲେ ୧.୨୮କୋଟି।
୧୪-ଟିକସ ଫାଙ୍କିଥିବା ଅଭିଯୋଗରେ ଶିଳ୍ପପତି ଜୁଲିଆ ପଟ୍ଟନାୟକଙ୍କ ଅଫିସ୍ରେ ରେଡ୍
୧୫-ଡିଜିପି ସମ୍ମିଳନୀକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ, ହାଇ ଆଲର୍ଟରେ ଓଡ଼ିଶା ପୋଲିସ।
୧୬-ବରଗଡ:ଜଳିଗଲା ଧାନ ଗଦା, ୧୦ ଏକର ଜମିର ଧାନ ଫସଲ ପୋଡ଼ି ପାଉଁଶ।
୧୭-ଶିଶୁପାଳଗଡ଼ ସ୍ଥିତ ଏକ ଘରୋଇ ନର୍ସିଂ କଲେଜର ବିଷାକ୍ତ ଖାଦ୍ୟ ଖାଇ ୧୦ ନର୍ସିଂ ଛାତ୍ରୀ ଗୁରୁତର,ସେମାନଙ୍କୁ ବିଏମସି ମେଡ଼ିକାଲରେ ଭର୍ତ୍ତି କରାଯାଇଛି
୧୮-ବୁର୍ଲା ଭୀମସାରରୁ ଶିଶୁ ଚୋରି ଘଟଣା: ୨ଦିନ ପରେ ଉଦ୍ଧାର କଲା ପୋଲିସ, ମହିଳା ଗିରଫ।
୧୯-ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ସେକ୍ସ ରାକେଟ୍ ଠାବ: ୪ ଯୁବତୀ ଉଦ୍ଧାର, ପୋଲିସର ଛାନଭିନ୍ ଜାରି।
୨୦-ଗିରଫ ହେଲେ କେଉଁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତା।
୨୧-ଚାନ୍ଦବାଲି ବ୍ଲକ ଧାମରାଠାରେ ନିଆଁ ଲାଗି ପୋଡ଼ିଗଲା ୪ ବଖରା ଘର।
୨୨-ରାଞ୍ଚି: ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତା ହେମନ୍ତ ସୋରେନ।
୨୩-ଚିନ୍ମୟ କୃଷ୍ଣଦାସ ଗିରଫଦାରୀ ପ୍ରସଙ୍ଗ: ଗିରଫ ଅନ୍ୟାୟ, ତୁରନ୍ତ ମୁକ୍ତ କର – ଶେଖ୍ ହସିନା।
*🙏 ସୁପ୍ରଭାତ 🙏*